ଚୈତ୍ର ଯାତ୍ରା ବେଳେ ଚଢାଉ, ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ, ୩ ଗିରଫ

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଚାନ୍ଦିଲି ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଜଞ୍ଜିଲବାଡି ଗାଁରେ ଚୈତ୍ର ଯାତ୍ରା ଚାଲିଥିବା ବେଳେ ପୋଲିସ୍‌ ଚଢାଉ କରି ୫୦୦ ଟଙ୍କିଆ ଜାଲ ନୋଟ୍‌ ସହ ୧୦ ହଜାର ଟଙ୍କା ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଏହି ଚଢାଉ କରିଥିଲା। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୩ଟି ମୋବାଇଲ୍‌ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କୋଲନରା […]

rayagada

rayagada

Rakesh Mallick
  • Published: Friday, 30 March 2018
  • Updated: 30 March 2018, 02:04 PM IST

Sports

Latest News

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଚାନ୍ଦିଲି ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଜଞ୍ଜିଲବାଡି ଗାଁରେ ଚୈତ୍ର ଯାତ୍ରା ଚାଲିଥିବା ବେଳେ ପୋଲିସ୍‌ ଚଢାଉ କରି ୫୦୦ ଟଙ୍କିଆ ଜାଲ ନୋଟ୍‌ ସହ ୧୦ ହଜାର ଟଙ୍କା ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଏହି ଚଢାଉ କରିଥିଲା। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୩ଟି ମୋବାଇଲ୍‌ ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ କୋଲନରା ଗାଁର ଦଶମନ୍ତ ଜେନା ଓ ତାଙ୍କ ପୁଅ ରଂଜନ ଜେନା ଏବଂ ପୁଟାସିଂ ଗାଁର ରାଜକୁମାର ପାଣି।

ଅଞ୍ଚଳରେ ଜାଲ୍‌ନୋଟ କାରବାରର ଏକ ରାକେଟ ଚାଲିଥିବା ଓ ଏହାର ଚେର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story