ମହାମାୟାଙ୍କ ମହାନବମୀ: ଜାଣନ୍ତୁ କେମିତି କରିବେ ପୂଜା

dasahara

ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ସାରା ଦେଶରେ ଉତ୍ସବର ମାହୋଲ। ଆଜି ମହାନବମୀ। ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି। ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ସବୁଠି ପୂଜା ପାଉଛନ୍ତି ମା’। ଆଜି ମା’ଙ୍କ ନବମୀ ପୂଜା କରାଯାଉଛି। ଏହି ପୂଜାର ବହୁତ ବିଶେଷତ୍ୱ ରହିଛି। ଆସନ୍ତୁ ଡ. ଚନ୍ଦ୍ରଶେଖର ଦାସଙ୍କ ଠାରୁ ଜାଣିବା ନବମୀ ପୂଜାର ବିଶେଷତ୍ୱ ଓ ପୂଜାବିଧି ବିଷୟରେ।

Previous ArticleNext Article

Send this to a friend