ରାଉରକେଲାରେ ଦ୍ୱାରିକା ପୀଠ ଶଙ୍କରାଚାର୍ଯ୍ୟ

<p>ରାଉରକେଲା(ଓଡ଼ିଶା ରିପୋର୍ଟର): ଅଯୋଧ୍ୟା ରାମ ଜନ୍ମଭୂମିରେ ଆଗରୁ କେବେ ବି ନଥିଲା ମସଜିଦ୍&zwnj;। ଏହି କଥା କହିଛନ୍ତି ରାଉରକେଲା ଗସ୍ତରେ ଆସିଥିବା ଦ୍ୱାରିକା ପୀଠ&nbsp; ଶଙ୍କରାଚାର୍ଯ୍ୟ ସ୍ୱାମୀ ସୂରୁପାନନ୍ଦ ସରସ୍ୱତୀ।&nbsp; ରାଉରକେଲାରେ ପହଞ୍ଚିବା ପରେ ରେଳ ଷ୍ଟେସନରେ ତାଙ୍କୁ ଭବ୍ୟ ସ୍ୱାଗତ&nbsp; କରାଯାଇଥିଲା। &nbsp;ପରେ ଏକ ଶୋଭାଯାତ୍ରାରେ ଆସି ସହରର ମୁଖ୍ୟ ମାର୍ଗସ୍ଥିତ ଶିବକୁଟିରେ ଅବସ୍ଥାନ କରିଥିଲେ। ଶଙ୍କରାଚାର୍ଯ୍ୟ। ତାଙ୍କୁ ଦେଖିବା ଲାଗି ବହୁ ଭକ୍ତଙ୍କ ସମାଗମ ହୋଇଥିଲା।</p>

Ordigital Desk
  • Published: Sunday, 11 March 2018
  • Updated: 11 March 2018, 09:39 AM IST

Sports

Latest News

<p>ରାଉରକେଲା(ଓଡ଼ିଶା ରିପୋର୍ଟର): ଅଯୋଧ୍ୟା ରାମ ଜନ୍ମଭୂମିରେ ଆଗରୁ କେବେ ବି ନଥିଲା ମସଜିଦ୍&zwnj;। ଏହି କଥା କହିଛନ୍ତି ରାଉରକେଲା ଗସ୍ତରେ ଆସିଥିବା ଦ୍ୱାରିକା ପୀଠ&nbsp; ଶଙ୍କରାଚାର୍ଯ୍ୟ ସ୍ୱାମୀ ସୂରୁପାନନ୍ଦ ସରସ୍ୱତୀ।&nbsp; ରାଉରକେଲାରେ ପହଞ୍ଚିବା ପରେ ରେଳ ଷ୍ଟେସନରେ ତାଙ୍କୁ ଭବ୍ୟ ସ୍ୱାଗତ&nbsp; କରାଯାଇଥିଲା। &nbsp;ପରେ ଏକ ଶୋଭାଯାତ୍ରାରେ ଆସି ସହରର ମୁଖ୍ୟ ମାର୍ଗସ୍ଥିତ ଶିବକୁଟିରେ ଅବସ୍ଥାନ କରିଥିଲେ। ଶଙ୍କରାଚାର୍ଯ୍ୟ। ତାଙ୍କୁ ଦେଖିବା ଲାଗି ବହୁ ଭକ୍ତଙ୍କ ସମାଗମ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos