ବୈଜୟନ୍ତଙ୍କ ଉପରେ ଅଣ୍ଡା ମାଡ଼ ଘଟଣା: ରିପୋର୍ଟ ଦାଖଲ କଲେ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: କଟକ ଜିଲ୍ଲା ମାହାଙ୍ଗାରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରକୁ ଅଣ୍ଡାମାଡ଼ ଘଟଣାରେ ଦାଖଲ ହେଲା ରିପୋର୍ଟ। ଏହି ଘଟଣାର ତଦନ୍ତ କରୁଥିବା ବିଜେଡିର କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ଉଷା ଦେବୀ ରିପୋର୍ଟ ଦାଖଲ କରିଛନ୍ତି। ଯାହାଙ୍କୁ ରିପୋର୍ଟ ଦାଖଲ କରିବା କଥା କରି ସାରିଛି ବୋଲି ଉଷା ଦେବୀ ଆଜି କହିଛନ୍ତି। ଗତ ମେ ୩୦ ତାରିଖରେ ମାହାଙ୍ଗାର ଜାତିପାରିଲୋ ଗାଁରେ ଏକ ଜଳଯୋଗାଣ ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯାଉଥିବା ବେଳେ ବୈଜୟନ୍ତଙ୍କ […]

egg hurling on Baijayant Panda

egg hurling on Baijayant Panda

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 09:32 PM IST

Sports

Latest News

ଭୁବନେଶ୍ୱର: କଟକ ଜିଲ୍ଲା ମାହାଙ୍ଗାରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରକୁ ଅଣ୍ଡାମାଡ଼ ଘଟଣାରେ ଦାଖଲ ହେଲା ରିପୋର୍ଟ। ଏହି ଘଟଣାର ତଦନ୍ତ କରୁଥିବା ବିଜେଡିର କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ଉଷା ଦେବୀ ରିପୋର୍ଟ ଦାଖଲ କରିଛନ୍ତି। ଯାହାଙ୍କୁ ରିପୋର୍ଟ ଦାଖଲ କରିବା କଥା କରି ସାରିଛି ବୋଲି ଉଷା ଦେବୀ ଆଜି କହିଛନ୍ତି।

ଗତ ମେ ୩୦ ତାରିଖରେ ମାହାଙ୍ଗାର ଜାତିପାରିଲୋ ଗାଁରେ ଏକ ଜଳଯୋଗାଣ ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯାଉଥିବା ବେଳେ ବୈଜୟନ୍ତଙ୍କ ଉପରକୁ ଅଣ୍ଡା ମାଡ ହୋଇଥିଲା। କେତେକ ବିଜେଡି କର୍ମୀ ଅଣ୍ଡା ମାଡ କରିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଦଳୀୟ ସ୍ତରରେ ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos