କାଠ ପାଇଁ ଜଙ୍ଗଲକୁ ଯାଇଥିଲେ, ଆଉ ଫେରିଲେନି

ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ ପିଠାବଟା ରେଞ୍ଜ୍ ଅଞ୍ଚଳରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆହାରି ଗାଁର ବୃଦ୍ଧା ନିର୍ମଳା ମହାନ୍ତ। ସୂଚନା ଅନୁଯାୟୀ, ନିର୍ମଳା କାଠ ଆଣିବା ପାଇଁ ଗତକାଲି ଜଙ୍ଗଲକୁ ଯାଇଥିଲେ। ହେଲେ ଆଉ ଜଙ୍ଗଲରୁ ନ ଫେରିବାରୁ ପରିବାର ଲୋକଙ୍କ ସହ ଗ୍ରାମବାସୀଙ୍କ ସହ ମିଶି ଖୋଜାଖୋଜି କରିଥିଲେ। ହେଲେ ଆଜି ସକାଳେ ଜଙ୍ଗଲରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ପାରିପାଶ୍ୱିକ […]

rtt

rtt

Rakesh Mallick
  • Published: Wednesday, 25 April 2018
  • Updated: 25 April 2018, 01:18 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ ପିଠାବଟା ରେଞ୍ଜ୍ ଅଞ୍ଚଳରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆହାରି ଗାଁର ବୃଦ୍ଧା ନିର୍ମଳା ମହାନ୍ତ।

ସୂଚନା ଅନୁଯାୟୀ, ନିର୍ମଳା କାଠ ଆଣିବା ପାଇଁ ଗତକାଲି ଜଙ୍ଗଲକୁ ଯାଇଥିଲେ। ହେଲେ ଆଉ ଜଙ୍ଗଲରୁ ନ ଫେରିବାରୁ ପରିବାର ଲୋକଙ୍କ ସହ ଗ୍ରାମବାସୀଙ୍କ ସହ ମିଶି ଖୋଜାଖୋଜି କରିଥିଲେ। ହେଲେ ଆଜି ସକାଳେ ଜଙ୍ଗଲରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ପାରିପାଶ୍ୱିକ ସ୍ଥିତିରୁ ତାଙ୍କୁ ହାତୀ ଦଳି ଦେଇଥିବା ଅନୁମାନ କରାଯାଉଛି।

ଗତକାଲି ମଧ୍ୟ ଏହି ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos