ଗୀତାଞ୍ଜଳି ନେଇଗଲା ୪ ଗଜରାଜଙ୍କ ଜୀବନ

ଝାରସୁଗୁଡ଼ା,(ଓଡ଼ିଶା ରିପୋର୍ଟର): ପୁଣି ଗଡ଼ିଲା ଗଜରାଜଙ୍କ ମୁଣ୍ଡ । ଟ୍ରେନ୍ ଧକ୍କାରେ ଚାଲିଗଲା ଚାରି ଚାରିଟି ହାତୀଙ୍କ ଜୀବନ। ଝାରସୁଗୁଡ଼ା ଜିଲ୍ଲା ବାଘଡିହି ଷ୍ଟେସନ ନିକଟରେ ଆଜି ଭୋରୁ ଘଟିଥିବା ଏହି ଦୁର୍ଘଟଣାରେ ଗୋଟିଏ ଦନ୍ତା ସହ ୪ଟି ହାତୀଙ୍କ ମୃତ୍ୟୁ ଘଟିଛି।  ଘଟଣାକୁ ନେଇ ବନ ବିଭାଗ ଓ ରେଳ ବିଭାଗ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଥିବାବେଳେ ଉଭୟ ବିଭାଗର ଦାୟିତ୍ୱ, ପରିଚାଳନା ଏବଂ ସମନ୍ୱ ୟକୁ ନେଇ ଛିଡ଼ା ହୋଇଛି ପ୍ରଶ୍ନବାଚୀ।  ଗୋଟିଏ […]

j-111

j-111

Rakesh Mallick
  • Published: Monday, 16 April 2018
  • Updated: 16 April 2018, 09:03 PM IST

ଝାରସୁଗୁଡ଼ା,(ଓଡ଼ିଶା ରିପୋର୍ଟର): ପୁଣି ଗଡ଼ିଲା ଗଜରାଜଙ୍କ ମୁଣ୍ଡ । ଟ୍ରେନ୍ ଧକ୍କାରେ ଚାଲିଗଲା ଚାରି ଚାରିଟି ହାତୀଙ୍କ ଜୀବନ। ଝାରସୁଗୁଡ଼ା ଜିଲ୍ଲା ବାଘଡିହି ଷ୍ଟେସନ ନିକଟରେ ଆଜି ଭୋରୁ ଘଟିଥିବା ଏହି ଦୁର୍ଘଟଣାରେ ଗୋଟିଏ ଦନ୍ତା ସହ ୪ଟି ହାତୀଙ୍କ ମୃତ୍ୟୁ ଘଟିଛି।  ଘଟଣାକୁ ନେଇ ବନ ବିଭାଗ ଓ ରେଳ ବିଭାଗ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଥିବାବେଳେ ଉଭୟ ବିଭାଗର ଦାୟିତ୍ୱ, ପରିଚାଳନା ଏବଂ ସମନ୍ୱ ୟକୁ ନେଇ ଛିଡ଼ା ହୋଇଛି ପ୍ରଶ୍ନବାଚୀ।  ଗୋଟିଏ ୧୫ ବର୍ଷ ବୟସର, ଗୋଟିଏ ୨୫ ବର୍ଷର ଏବଂ ଆଉ  ଗୋଟିଏ ୫ ବର୍ଷର ଛୋଟ ଦନ୍ତା ଏବଂ ଅନ୍ୟଟି ବର୍ଷକର ଛୁଆହାତୀର ମୃତ୍ୟୁ ଘଟିଛି।

ବାଘଡିହି ଷ୍ଟେସନରୁ ୩ କିଲୋମିଟର ଦୂରରେ ଘଟିଛି ଏହି ଘଟଣା । ଆଜି ଭୋରରେ ରେଳ ଲାଇନ୍ ପାରି ହେଉଥିବାବେଳେ ହାୱଡ଼ା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ ଧକ୍କା ଦେବାରୁ ଘଟଣାସ୍ଥଳରେ ଏହି ୪ଟି ହାତୀଙ୍କ ମୃତ୍ୟୁ  ଘଟିଛି।  ବନ ବିଭାଗର କହିବା କଥା, ବାଘଡିହି ଇଲାକା ହାତୀଙ୍କ ଚଲାପଥ ବୋଲି ପୂର୍ବରୁ ରେଳ ବିଭାଗକୁ ଅବଗତ କରାଯାଇଛି । ନିୟମ ମୁତାବକ ଏହି ଅଞ୍ଚଳରେ ଯାତାୟାତ ବେଳେ ଟ୍ରେନ୍‌ ଗୁଡ଼ିକ ହର୍ଣ୍ଣ ବଜାଇ ଘଣ୍ଟାପ୍ରତି ୩୦ କିଲୋମିଟର ବେଗରେ ଚାଲିବା କଥା । କିନ୍ତୁ ଦେଖନ୍ତୁ ଏହି ଏକ୍ସପ୍ରେସ ଟ୍ରେନଟିକୁ । ବିନା ହର୍ଣ୍ଣରେ କେତେ ଦ୍ରୁତଗତିରେ ଟ୍ରାକ୍‌ରେ ଦୌଡ଼ୁଛି।  ଯଦି ବନବିଭାଗ ଏଲିଫେଣ୍ଟ କରିଡର୍ ସମ୍ପର୍କରେ ରେଲୱେକୁ ଅବଗତ କରିଛି।  ହେଲେ ନିୟମ ପାଳନ କରାଯାଇ ନ ଥିଲା ରାଜ୍ୟରେ ଟ୍ରେନ ଧକ୍କାରେ ଏଭଳି ହାତୀ ମୃତ୍ୟୁ ନୂଆ ନୁହେଁ।  ୨୦୧୨ ଡିସେମ୍ବର ୩୦ରେ ଗଂଜାମ ଜିଲ୍ଲା ସୁବଳୟା ନିକଟରେ ରେଳଲାଇନ ଅତିକ୍ରମ କରୁଥିବାବେଳେ କରମଣ୍ଡଳ ଏକ୍ସପ୍ରେସ ଧକ୍କାରେ ୬ଟି ହାତୀଙ୍କ ମୃତ୍ୟୁ  ଘଟିଥିଲା। ସେହିବର୍ଷ ଅଗଷ୍ଟ ୧୬ରେ ବାଂଶପାଣି-କେନ୍ଦୁଝର ରେଲୱେ ଟ୍ରାକରେ ଏକ ମାଲବାହୀ ଟ୍ରେନ ଧକ୍କା ଦେବାରୁ ଗୋଟିଏ ଦନ୍ତା ଓ ଗୋଟିଏ ମାଇହାତୀର ମୃତ୍ୟୁ  ଘଟିଥିଲା।

୨୦୧୫ ନଭେମ୍ବର ୮ରେ ୨୦ରୁ ଅଧିକ ହାତୀ ଖୁଣ୍ଟୁଣି-ଗୁରୁଡ଼ିଝାଟିଆ ଲେବଲକ୍ରସିଂ ପାରି ହେଉଥିବାବେଳେ ଦ୍ରୁତଗତିରେ ଧକ୍କା ଦେଇଥିଲା ଏକ ମାଲବାହୀ ଟ୍ରେନ।  ୨୦୧୧-୧୨ରୁ ଏଯାଏଁ ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୨୨ଟି ହାତୀଙ୍କର ମୃତ୍ୟୁ  ଘଟିଲାଣି, ଯାହା ଏବେ ବନ ବିଭାଗ ଏବଂ ରେଳବିଭାଗର ଦାୟିତ୍ୱ ଉପରେ ଛିଡ଼ା କରିଛି ପ୍ରଶ୍ନବାଚୀ ।

https://youtu.be/HjEp5ydVR5g

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story