ମାଈ ହାତୀର ମୃତ୍ୟୁ

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ ହିଂସାଲୋଇ ଗାଁରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ବୟସାଧିକ କାରଣରୁ  ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ  ପ୍ରକୃତ କାରଣ ଜଣାପଡ଼ିବ ବୋଲି  ବନ ବିଭାଗ କହିଛି।

ସୂଚନା ଅନୁସାରେ, ଗତକାଲି ଏହି ହାତୀ ଗାଁ ଭିତରକୁ ଆସିଥିବା ବେଳେ ଏହାକୁ ବନ କର୍ମଚାରୀ ଠାବ କରିଥିଲେ।

Previous ArticleNext Article

Leave a Reply

Send this to a friend