ମାଈ ହାତୀର ମୃତ୍ୟୁ

<p>ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ ହିଂସାଲୋଇ ଗାଁରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ବୟସାଧିକ କାରଣରୁ&nbsp; ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ&nbsp; ପ୍ରକୃତ କାରଣ ଜଣାପଡ଼ିବ ବୋଲି&nbsp; ବନ ବିଭାଗ କହିଛି।</p> <p>ସୂଚନା ଅନୁସାରେ, ଗତକାଲି ଏହି ହାତୀ ଗାଁ ଭିତରକୁ ଆସିଥିବା ବେଳେ ଏହାକୁ ବନ କର୍ମଚାରୀ ଠାବ କରିଥିଲେ।</p>

Ordigital Desk
  • Published: Thursday, 05 July 2018
  • Updated: 05 July 2018, 08:24 AM IST

Sports

Latest News

<p>ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ ହିଂସାଲୋଇ ଗାଁରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ବୟସାଧିକ କାରଣରୁ&nbsp; ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ&nbsp; ପ୍ରକୃତ କାରଣ ଜଣାପଡ଼ିବ ବୋଲି&nbsp; ବନ ବିଭାଗ କହିଛି।</p><p>ସୂଚନା ଅନୁସାରେ, ଗତକାଲି ଏହି ହାତୀ ଗାଁ ଭିତରକୁ ଆସିଥିବା ବେଳେ ଏହାକୁ ବନ କର୍ମଚାରୀ ଠାବ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos