ମକା କ୍ଷେତରେ କଚାଡ଼ି ମାରିଲା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ବନଖଣ୍ଡର ଲଂକୋଇ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୋଜେଶ ଲୁଗୁନ (୩୨)। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମହେଶଙ୍କ ମକା କ୍ଷେତରେ ହାତୀ ପଶିଯାଇଥିଲା। ମହେଶ ହାତୀଙ୍କୁ ଘୋଡାଉଥିବା ବେଳେ ଗୋଟିଏ ହାତୀ ବୁଲି ପଡି ମହେଶଙ୍କୁ କଚାଡି ମାରି ଦେଇଥିଲା। ଆଜି ସକାଳେ ବିଶ୍ରା ଥାନା ପୋଲିସ ଏବଂ ବିରମିତ୍ରପୁର ବନ ବିଭାଗ ଗାଁରେ ପହଞ୍ଚି ହାତୀଙ୍କୁ ଘଞ୍ଚ ଜଙ୍ଗଲକୁ […]

elephant

elephant

Rakesh Mallick
  • Published: Tuesday, 26 June 2018
  • Updated: 26 June 2018, 10:40 AM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ବନଖଣ୍ଡର ଲଂକୋଇ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୋଜେଶ ଲୁଗୁନ (୩୨)।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମହେଶଙ୍କ ମକା କ୍ଷେତରେ ହାତୀ ପଶିଯାଇଥିଲା। ମହେଶ ହାତୀଙ୍କୁ ଘୋଡାଉଥିବା ବେଳେ ଗୋଟିଏ ହାତୀ ବୁଲି ପଡି ମହେଶଙ୍କୁ କଚାଡି ମାରି ଦେଇଥିଲା।

ଆଜି ସକାଳେ ବିଶ୍ରା ଥାନା ପୋଲିସ ଏବଂ ବିରମିତ୍ରପୁର ବନ ବିଭାଗ ଗାଁରେ ପହଞ୍ଚି ହାତୀଙ୍କୁ ଘଞ୍ଚ ଜଙ୍ଗଲକୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି। ଏହି ଦଳରେ ୧୧ଟି ହାତୀ ଥିବା ବେଳେ ମକା କ୍ଷେତରେ ଦୁଇଟି ହାତୀ ପଶିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story