ସୋନପୁରରେ ହାତୀ ଉପଦ୍ରବ; ନଷ୍ଟ କରି ଦେଉଛନ୍ତି ଧାନ ଫସଲ

  ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳକୁ ୧୮ଟି ଜଙ୍ଗଲୀ ହାତୀ ପଶି ଆସି ଉପଦ୍ରବ ଜାରି ରଖିଛନ୍ତି। ଏହି ହାତୀପଲ  ପ୍ରାୟ ୩ଏକର ଧାନ ଫସଲ ନଷ୍ଟ କରି ଦେଇଛନ୍ତି। ଫଳରେ ଏହି ଅଞ୍ଚଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ହାତୀପଲ ଖାଦ୍ୟ ଅନ୍ୱେଷଣରେ ଆସି ଚାଷ ଜମିରେ ପଶି ଧାନ ଫସଲକୁ ଦଳିଚକଟି ନଷ୍ଟ କରି ଦେଉଛନ୍ତି। ଚଳିତବର୍ଷ ଭଲ ଅମଳର ଆଶାରେ ଧାନଚାଷ କରିଥିଲେ ଚାଷୀ। ହେଲେ […]

elephant

elephant

Rakesh Mallick
  • Published: Saturday, 19 August 2017
  • Updated: 19 August 2017, 12:02 PM IST

Sports

Latest News

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳକୁ ୧୮ଟି ଜଙ୍ଗଲୀ ହାତୀ ପଶି ଆସି ଉପଦ୍ରବ ଜାରି ରଖିଛନ୍ତି। ଏହି ହାତୀପଲ  ପ୍ରାୟ ୩ଏକର ଧାନ ଫସଲ ନଷ୍ଟ କରି ଦେଇଛନ୍ତି। ଫଳରେ ଏହି ଅଞ୍ଚଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ହାତୀପଲ ଖାଦ୍ୟ ଅନ୍ୱେଷଣରେ ଆସି ଚାଷ ଜମିରେ ପଶି ଧାନ ଫସଲକୁ ଦଳିଚକଟି ନଷ୍ଟ କରି ଦେଉଛନ୍ତି।

elephant 2ଚଳିତବର୍ଷ ଭଲ ଅମଳର ଆଶାରେ ଧାନଚାଷ କରିଥିଲେ ଚାଷୀ। ହେଲେ ହାତୀ ଉପଦ୍ରବ ପରେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ଚାଷ ଜମିରେ ହାତୀଙ୍କ ପାଦ ଚିହ୍ନ ଚାଷୀଙ୍କ ଦୁଃଖର କାରଣ ପାଲଟିଛି। ତେବେ ଏହି ହାତୀପଲ ରେଢାଖୋଲ ଆଡୁ ଆସିଥିବା ଚାଷୀ କହିଛନ୍ତି।  ପ୍ରଥମେ ସ୍ୱଳ୍ପ ବୃଷ୍ଟି ଆଉ ଏବେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଚାଷୀଙ୍କ ନିଦ ହଜାଇ ଦେଇଛି।

କ୍ଷତିଗ୍ରସ୍ତ ଚାଷୀ ବିବେକ କୁମାର ପଣ୍ଡା କହିଛନ୍ତି,“ଜଙ୍ଗଲି ହାତୀ ପଲ ପଶି ଆସି ଚାଷ ଜମିରେ ଧାନ ଫସଲ ନଷ୍ଟ  କରି ଦେଇଛନ୍ତି। ଏନେଇ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲି। ସେମାନେ କ୍ଷତିପୂରଣ ଦେବେ ବୋଲି କହିଛନ୍ତି।”

ସୁବର୍ଣ୍ଣପୁର ଡିଏଫଓ ଦେବର୍ଚ୍ଚନ ବେହେରା କହିଛନ୍ତି,“ରେଢାଖୋଲ ଆଡୁ ହାତୀପଲ ପଶି ଆସିଛନ୍ତି। ସେଥିରେ ୪ଟିହାତୀ ଛୁଆ, ୩ଟି ଦନ୍ତା ଓ ବାକି ତକ ମାଈ ହାତୀ ଅଛନ୍ତି। ଏହି ହାତୀ ପଲ ନିକଟ ଜଙ୍ଗଲରେ ସପ୍ତାହେ ହେଲା ଅଛନ୍ତି। ଖାଦ୍ୟ ଅନ୍ୱେଷଣରେ ଚାଷ ଜମିରେ ଧାନ ଫସଲ ନଷ୍ଟ କରୁଛନ୍ତି। ଏଥିପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ କୁହାଯାଇଛି। ଗାଁ ଲୋକଙ୍କୁ ହାତୀଙ୍କ ପାଖକୁ ଯିବାକୁ ମନା କରଯାଇଛି। ହାତୀ ଘଉଡାଇବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story