କଟକରେ ଏନ୍‌କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆ ଆହତ

encounter

କଟକ: କଟକରେ ଏନ୍‌କାଉଣ୍ଟର। ଏନ୍‌କାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଲୋଚନ ନାହାକ ଓରଫ ବୁଦ୍ଧିଆ। ତା’ ଡାହାଣ ଗୋଡ଼ରେ ବାଜିଛି ଗୁଳି। ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି।

କଟକ ସଦର ଥାନା ଅଞ୍ଚଳରେ ସ୍ପେଶାଲ୍ ସ୍କ୍ୱାଡ୍‌ ପକ୍ଷରୁ ଏହି ଏନ୍‌କାଣ୍ଟର କରାଯାଇଥିଲା। ତା’ଠାରୁ ଦୁଇଟି ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ କରାଯାଇଛି। ତା ନାଁରେ ୩୨ଟି  ମାମଲା ରହିଛି।

Previous ArticleNext Article

Send this to a friend