ବିଜେଡିରେ ମିଶିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା

ଭୁବନେଶ୍ୱର: ବିଜେପି ନେତା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶି ଥିଲେ। ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର ଓ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“ବିଜେପି ନେତା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ମିଶିଛନ୍ତି। ଏଥିପାଇଁ ମୁଁ ଖୁସି। ମୁଁ ତାଙ୍କୁ ସ୍ୱାଗତ କରୁଛି। […]

ramachandrapanda

ramachandrapanda

Rakesh Mallick
  • Published: Thursday, 12 January 2017
  • Updated: 12 January 2017, 02:28 PM IST

Sports

Latest News

ଭୁବନେଶ୍ୱର: ବିଜେପି ନେତା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶି ଥିଲେ। ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର ଓ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“ବିଜେପି ନେତା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ମିଶିଛନ୍ତି। ଏଥିପାଇଁ ମୁଁ ଖୁସି। ମୁଁ ତାଙ୍କୁ ସ୍ୱାଗତ କରୁଛି। ସେ ଦଳରେ ଯୋଗ ଦେବା ଦ୍ୱାରା ଦଳ ଆହୁରି ମଜଭୁତ ହୋଇଛି।”

ରାମଚନ୍ଦ୍ର ପଣ୍ଡା କହିଥିଲେ,“ମୁଁ ବର୍ଷେ ହେଲା ବିଜେପିରେ ଅଶ୍ୱସ୍ତି ଅନୁଭବ କରୁଥିଲି। ନିର୍ବାଚନ ବେଳେ ଯେଉଁମାନେ ମୋ ବିରୋଧୀରେ କାର୍ଯ୍ୟ କରୁଥିଲେ ଦଳ ଏବେ ସେମାନଙ୍କୁ ନେତୃତ୍ୱ ଦେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos