ଝିଅ ବାହାଘର ପାଇଁ ହାତ ଖୋଲିଦେଲେ ଶିଳ୍ପପତି: ବରମୁଣ୍ଡାରେ ତିଆରି କରାଇଲେ ବାହୁବଳୀ ସେଟ୍‌

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆପଣ ଭୁବନେଶ୍ୱରରେ ଅଛନ୍ତି କି? ତା ହେଲେ ଥରେ ବରମୁଣ୍ଡା ଆଡେ ବୁଲି ଆସନ୍ତୁ । ଗଲାବେଳେ କାଳୀମନ୍ଦିର ପାଖ ପଡିଆ ଆଡେ ନଜର ବୁଲାଇବାକୁ ଭୁଲିବେନି। ହେଲେ ବେସି ସମୟ ଅଟକିବେନି ଟି। ଗହଳ ଚହଳ ଲାଗିଥିବ, ଆଉ ବଡବଡ ନେତା ମନ୍ତ୍ରୀ ବି ଡେରା ପକାଇଥିବେ ବୋଲି ଆଶା। ଯେତେ ହେଲେ ୧୫ କୋଟିର ଝିଅ ବାହାଘର ଟି ! ଖେଳ ଲାଗିଛି ନା କ’ଣ । କଥାଟା ଶୁଣି ଆପଣ […]

Tara

Tara

Rakesh Mallick
  • Published: Monday, 05 February 2018
  • Updated: 05 February 2018, 07:54 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆପଣ ଭୁବନେଶ୍ୱରରେ ଅଛନ୍ତି କି? ତା ହେଲେ ଥରେ ବରମୁଣ୍ଡା ଆଡେ ବୁଲି ଆସନ୍ତୁ । ଗଲାବେଳେ କାଳୀମନ୍ଦିର ପାଖ ପଡିଆ ଆଡେ ନଜର ବୁଲାଇବାକୁ ଭୁଲିବେନି। ହେଲେ ବେସି ସମୟ ଅଟକିବେନି ଟି। ଗହଳ ଚହଳ ଲାଗିଥିବ, ଆଉ ବଡବଡ ନେତା ମନ୍ତ୍ରୀ ବି ଡେରା ପକାଇଥିବେ ବୋଲି ଆଶା। ଯେତେ ହେଲେ ୧୫ କୋଟିର ଝିଅ ବାହାଘର ଟି ! ଖେଳ ଲାଗିଛି ନା କ’ଣ ।

କଥାଟା ଶୁଣି ଆପଣ ଭାବୁଥିବେ କିଏ ସେ ଲୋକ, ଆଉ କାହା ବାହାଘର। ଓଡିଶାର ଗରିବି ନେଇ ସାରା ଦେଶରେ ଡିଣ୍ଡିମ ବାଜୁଥିବା ବେଳେ ଇଏ ଏମିତି କିଏ କି, ଯିଏ ୧୫ କୋଟିରେ ଝିଅ ବାହା ଦେଉଛନ୍ତି। ଅବଶ୍ୟ ଏ ୧୫ କୋଟି ଝିଅକୁ ଦିଆଯାଉନି। ବାହାଘର ପାଇଁ ଯେଉଁ ପେଣ୍ଡାଲ ହୋଇଛି ତାର ଦାମ୍‌ ହେଉଛି ଏତିକି। ବାକି କଥା ଛାଡନ୍ତୁ। ମୁଣ୍ଡ ନ ପୁରାଇବା ଭଲ।

ଯେତ ଯାହା ହେଲେ ବି ପ୍ରଶ୍ନ ଆସିବା ସ୍ୱଭାବିକ୍‌। ସତ କଥାଟି କ’ଣ ଜାଣନ୍ତି! ଆଜି ହେଉଛି ଓଡିଶାର ବିଶିଷ୍ଟ ଶିଳ୍ପପତି ତାରା ପଟ୍ଟନାୟକଙ୍କ ଝିଅ ବାହାଘର। କୋଟିପତି ବାବୁଙ୍କ ଝିଅ ବାହାଘର କ’ଣ ସାଧାରଣ ହୋଇଥାନ୍ତା ନା କ’ଣ। ସେଇଥିଲାଗି ଆଜି ବରମୁଣ୍ଡା ପଡିଆ ଝଲସୁଛି। ଖାଲି ଝଲସୁନି, ଭଳି ଭଳିକା ଖାଦ୍ୟପେୟର ଷ୍ଟଲ ଆଉ ନାନା ସୁଗନ୍ଧିତ ଫୁଲରେ ମହମହ ବାସୁଛି।

ବାହା ମଣ୍ଡପକୁ ଦେଖିଲେ ଆପଣଙ୍କ ହୋସ୍‌ ଉଡିଯିବ। ବାହୁବଳୀ ଫିଲ୍ମ ଦେଖିଛନ୍ତି ତ! ବାସ୍‌ ବାହା ମଣ୍ଡପ ଆଡେ ପ୍ରବେଶ କରୁକରୁ ଆପଣଙ୍କ ନଜରରେ ଆସିବ ପୁରା ବାହୁବଳୀ ସେଟ୍‌। ବାହିଷ୍ମତୀର ପୁରା ମହଲ, ସିଂହାସନ, ଉତ୍ତୁଙ୍ଗ ଗୃହ, ହାତୀ, ନର୍ତ୍ତକୀ ଆଉ ଭଳି ଭଳି ଫୁଲସାଜରେ ଆପଣଙ୍କ ଆଖି ଖୋସି ହୋଇଯିବ।

ରାମୋଜି ଫିଲ୍ମସିଟିର ଅଭିଜ୍ଞ କାରିଗରଙ୍କ ହାତରେ ଏହି ମଣ୍ଡପ ପ୍ରସ୍ତୁତ ହୋଇଛି। ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଛି ଯେ, ଏହି ମଣ୍ଡପଟି କାଳେ ୧୫ କୋଟି ଟଙ୍କାର । ତା ସାଙ୍ଗକୁ ୨୦ ଲକ୍ଷ ଟଙ୍କାର ଫୁଲରେ ସଜା ହୋଇଛି ସାରା ପରିବେଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story