ଟ୍ରେନ୍‌ରୁ ମିଳିଲା ବିସ୍ଫୋରକ ସାମଗ୍ରୀ

trainmain

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଟ୍ରେନ୍ ଭିତରୁ ଜବତ ହେଲା ବିସ୍ଫୋରକ ସାମଗ୍ରୀ। ଆଜି ସକାଳେ ବ୍ରଜରାଜନଗର ଷ୍ଟେସନ୍‌ରେ ଆଜାଦ୍‌ହିନ୍ଦ୍‌ ଏକ୍ସପ୍ରେସରୁ ଜିଆର୍‌ପି ୮ଟି ଡିନାମାଇଟ୍ ଜବତ କରିଛି। ଏକ ବ୍ୟାଗ୍‌କୁ ଜବତ କରିବା ପରେ ଏଥିରେ ବିସ୍ଫୋରକ ଥିବା ଜଣାପଡ଼ିଥିଲା।

ଆଜାଦ୍‌ହିନ୍ଦ୍‌ ଏକ୍ସପ୍ରେସ ହାୱାଡ଼ାରୁ ପୁଣେ ଯାଉଥିଲା।

Previous ArticleNext Article

Send this to a friend