ପଥର ଖାଦାନ ବିସ୍ଫୋରଣରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: କୁର୍ଣ୍ଣୁଲ୍‌ ଗଲା ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ୍‌ରେ ଏକ ପଥର ଖାଦାନ ହୋଇଥିବା ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପ୍ରଥମେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବନ୍ଧତଳ ନୂଆଗାଁର ଦୁର୍ଯ୍ୟୋଧନ ନାହାକ ଓ ମନୋରଞ୍ଜନ ନାହାକଙ୍କ ମୃତ୍ୟୁ ଘଟିଥିଲା। ଆଜି ଭୀମ ନାହାକ(୫୬)ଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର ହୋଇଛି। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଜେ. ରାଧାଗୋବିନ୍ଦପୁରରେ। ଓଡ଼ିଶାରୁ ଏକ ୨ ଜଣିଆ ଫ୍ୟାକ୍‌ ଫାଇଣ୍ଡିଂ ଟିମ୍‌କୁ କୁର୍ଣ୍ଣୁଲ୍‌ ପଠାଯାଇଥିବା […]

injuredperson

injuredperson

Ordigital Desk
  • Published: Sunday, 05 August 2018
  • Updated: 05 August 2018, 11:50 AM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ୍‌ରେ ଏକ ପଥର ଖାଦାନ ହୋଇଥିବା ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପ୍ରଥମେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବନ୍ଧତଳ ନୂଆଗାଁର ଦୁର୍ଯ୍ୟୋଧନ ନାହାକ ଓ ମନୋରଞ୍ଜନ ନାହାକଙ୍କ ମୃତ୍ୟୁ ଘଟିଥିଲା। ଆଜି ଭୀମ ନାହାକ(୫୬)ଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର ହୋଇଛି। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଜେ. ରାଧାଗୋବିନ୍ଦପୁରରେ।

ଓଡ଼ିଶାରୁ ଏକ ୨ ଜଣିଆ ଫ୍ୟାକ୍‌ ଫାଇଣ୍ଡିଂ ଟିମ୍‌କୁ କୁର୍ଣ୍ଣୁଲ୍‌ ପଠାଯାଇଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି। ଏହି ଟିମ୍‌ରେ ଗଞ୍ଜାମ ଜିଲ୍ଲା ଶ୍ରମ ଅଧିକାରୀ ଓ ଶ୍ରମ ଇନ୍‌ସପେକ୍ଚଟର୍‌ ଅଛନ୍ତି।

ବିସ୍ଫୋରଣରେ ଗୁରୁତର ହୋଇ କୁର୍ଣ୍ଣୁଲ୍‌ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୬ ଆହତ ଶ୍ରମିକଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଅଛନ୍ତି। ଆହତମାନେ ହେଲେ ଗଞ୍ଜାମ ଜିଲ୍ଲା ବଡ଼ଗୁଞ୍ଜର ଗାଁର ପାଣ୍ଡବ ନାହାକ, ବିଟନାବଳା ଗାଁର ରାମଚନ୍ଦ୍ର ଓ ରମ୍ଭା ଥାନା ଅଞ୍ଚଳର ରାଜେନ୍ଦ୍ର।

ବିସ୍ଫୋରଣରେ ମୋଟ ୧୫ଜଣଙ୍କ ମୃତ୍ୟୁ ଘଟଛି। ଏବେବି ୧୨ ଜଣ ନିଖୋଜ ଅଛନ୍ତି।  ଏହି ଘଟଣାରେ ଖଣି ମାଲିକ ଶ୍ରୀନିବାସ ଚୌଧୁରୀଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନ୍ ଜାରି କରାଯାଇଛି। ସେ ଜଣେ ଟିଡିପି ନେତା ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story