ମାଓବାଦୀଙ୍କ ମୃତଦେହ ନେବାକୁ ପହଞ୍ଚିଲେ ପରିବାର ଲୋକେ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରରେ ମାଓ ବିରୋଧୀ ଅପରେସନରେ ମୃତ୍ୟୁବରଣ କରିଥିବା ମାଓବାଦୀଙ୍କ ମୃତଦେହ ନେବାକୁ ପରିବାର ଲୋକେ ପହଞ୍ଚିଛନ୍ତି। ଆଜି ବଲାଙ୍ଗିର ପୋଲିସ ଦୁଇ ମାଓବାଦଙ୍କ ମଧ୍ୟରୁ ଜଣକର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ।

ସୂଚନାଯୋଗ୍ୟ, ୪ ଦିନ ତଳେ ବଲାଙ୍ଗିରରେ ମାଓ ବିରୋଧୀ ଅପରେସନର  ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଇ ମାଓବାଦୀଙ୍କ ଶବ ବ୍ୟବଚ୍ଛେଦ ସରି ମୃତଦେହ ପଡ଼ିରହିଥିଲେ ବି ଏହାକୁ ନେବାକୁ କୌଣସି ଦାବିଦାର ଆ।ସି ନଥିଲେ।

Previous ArticleNext Article

Send this to a friend