ପାର୍ସଲ ବୋମା ଘଟଣା ଉପରେ ନିର୍ମାଣ ହେବ ଫିଲ୍ମ: ନାଁ ‘ବୁଲେଟ୍ ରାଜା’

ଭୁବନେଶ୍ୱର (ଆଲୋକ କୁମାର ମହାନ୍ତି): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍‌ ବୋମା ବିସ୍ଫୋରଣ ଘଟଣା ଉପରେ ତିଆରି ହେବ ଓଡ଼ିଆ ଫିଲ୍ମ। ଫିଲ୍ମର ନାଁ ରଖାଯାଇଛି ‘ବୁଲେଟ୍ ରାଜା’। ଏହି ଫିଲ୍ମକୁ ତିଆରି କରିବେ ପ୍ରଯୋଜକ ଶ୍ରୀଧର ମାର୍ଥା। ଏଥିପାଇଁ ସେ ଷ୍ଟାର୍‌କାଷ୍ଟ୍‌ ବି ବାଛି ସାରିଲେଣି। ଏଥିରେ କ୍ରାଇମବ୍ରାଞ୍ଚ ଅଧିକାରୀ ଭାବେ ମନୋଜ ମିଶ୍ର ଅଭିନୟ କରିବେ। ଆଉ ପାର୍ସଲ ବୋମା ଘଟଣାର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଭୂମିକାରେ ଅଭିନୟ କରିବେ ଅଭିନେତା ହର […]

bulletraja

bulletraja

Rakesh Mallick
  • Published: Friday, 27 April 2018
  • Updated: 27 April 2018, 06:22 PM IST

Sports

Latest News

ଭୁବନେଶ୍ୱର (ଆଲୋକ କୁମାର ମହାନ୍ତି): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍‌ ବୋମା ବିସ୍ଫୋରଣ ଘଟଣା ଉପରେ ତିଆରି ହେବ ଓଡ଼ିଆ ଫିଲ୍ମ। ଫିଲ୍ମର ନାଁ ରଖାଯାଇଛି ‘ବୁଲେଟ୍ ରାଜା’। ଏହି ଫିଲ୍ମକୁ ତିଆରି କରିବେ ପ୍ରଯୋଜକ ଶ୍ରୀଧର ମାର୍ଥା। ଏଥିପାଇଁ ସେ ଷ୍ଟାର୍‌କାଷ୍ଟ୍‌ ବି ବାଛି ସାରିଲେଣି। ଏଥିରେ କ୍ରାଇମବ୍ରାଞ୍ଚ ଅଧିକାରୀ ଭାବେ ମନୋଜ ମିଶ୍ର ଅଭିନୟ କରିବେ। ଆଉ ପାର୍ସଲ ବୋମା ଘଟଣାର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଭୂମିକାରେ ଅଭିନୟ କରିବେ ଅଭିନେତା ହର ରଥ।

[caption id="attachment_230993" align="aligncenter" width="700"] ମନୋଜ ମିଶ୍ର, ହର ରଥ[/caption]

ଫିଲ୍ମର ନାଁ ‘ବୁଲେଟ୍ ରାଜା’ କାହିଁକି ରଖାଯାଇଛି?

punjilalaଆପଣ ଭାବୁ ଥିବେ ପାଟଣାଗଡ଼ରେ ବୋମା ଫୁଟିଥିଲା, କିନ୍ତୁ ଫିଲ୍ମଟିର ନାଁ ‘ବୁଲେଟ୍ ରାଜା’ ରଖାଗଲା କାହିଁକି? ଆପଣମାନେ ଟିଭି ଓ ଖବରକାଗଜରେ ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଏକ ବୁଲେଟ୍‌ ଚଲାଉଥିବା ଫଟୋ ନିଶ୍ଚିତ ଦେଖିଥିବେ। ସେଇ ଫଟୋଟି ଅନୁସାରେ ଫିଲ୍ମଟିର ନାଁ ‘ବୁଲେଟ୍ ରାଜା’ ରଖାଯାଇଛି।

ସୌମ୍ୟଶେଖରଙ୍କ ବାପାମା’ ଓ ପତ୍ନୀଙ୍କୁ ଭେଟିବେ ପ୍ରଡ୍ୟୁସର

ଫିଲ୍ମଟିକୁ ବାସ୍ତବ କରିବା ପାଇଁ ଫିଲ୍ମର ପ୍ରଯୋଜକ ଏହି ଘଟଣାରେ ପ୍ରାଣ ହରାଇଥିବା ସୌମ୍ୟଶେଖରଙ୍କ ବାପାମାଆଙ୍କୁ ଭେଟିବେ। କଲେଜର ଅଧ୍ୟକ୍ଷ ପଦବୀକୁ ନେଇ ସୌମ୍ୟଶେଖରଙ୍କ ମାଆଙ୍କ ସହିତ ପୁଞ୍ଜିଲାଲଙ୍କ ଶତ୍ରୁତା ଥିଲା। ଏ ସଂପର୍କରେ ସବିଶେଷ କଥା ଜାଣିବାକୁ ସେ ତାଙ୍କ ମାଆଙ୍କ ସହ କଥାବାର୍ତ୍ତା ହେବେ। ସୌମ୍ୟଶେଖରଙ୍କ ପତ୍ନୀ ରୀମାଙ୍କୁ ବି ଭେଟିବେ। ଆବଶ୍ୟକ ପଡ଼ିଲେ ସେ ପୋଲିସ୍‌ଠାରୁ ଅନୁମତି ନେଇ ପୁଞ୍ଜିଲାଲଙ୍କୁ ବି ଭେଟିବେ ବୋଲି କହିଛନ୍ତି ପ୍ରଡ୍ୟୁସର ଶ୍ରୀଧର ମାର୍ଥା।

ଫିଲ୍ମରେ ରହିବ ଲଭ୍, ସସ୍‌ପେନ୍ସ

ଫିଲ୍ମଟିରେ ଲଭ୍ ଓ ସସ୍‌ପେନ୍ସ ରହିବ। ଏହି ଘଟଣା ଘଟିବାର ଦୁଇ ମାସ ପର୍ଯ୍ୟନ୍ତ ଅଭଯୁକ୍ତ ପୁଞ୍ଜିଲାଲ ପୋଲିସ୍ ହାତରେ ଧରାପଡ଼ି ନଥିଲେ। ପୋଲିସ୍ କହିଛି ପୁଞ୍ଜିଲାଲ ଏକା ଏକା ହିଁ ଏହି ଘଟଣା ଘଟାଇଛନ୍ତି। ସେ ତାଙ୍କ ଷଡ଼ଯନ୍ତ୍ରରେ କାହାକୁ ସାମିଲ କରି ନଥିଲେ। ତେଣୁ ଏହାକୁ ଫିଲ୍ମରେ ଦର୍ଶକ ଦେଖିବା ପାଇଁ ପସନ୍ଦ କରିବେ ବୋଲି ପ୍ରଡ୍ୟୁସର ଆଶା କରୁଛନ୍ତି।

ଡିଜିପିଙ୍କୁ ଭେଟିଲେ ନିର୍ମାତା

‘ବୁଲେଟ୍ ରାଜା’ ଫିଲ୍ମର ପ୍ରଯୋଜକ ଶ୍ରୀଧର ମାର୍ଥା ଆଜି ପୋଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟିଥିଲେ। ଅବଶ୍ୟ ଏହା ଏକ ଔପଚାରିକ ଭେଟ୍‌ଘାଟ୍ ଥିଲା।

parsalbombସୂଚନାଯୋଗ୍ୟ, ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ୬ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଅଧିକ ପ୍ରମାଣ ଯୋଗାଡ଼ କରିବାରେ ଲାଗିପଡ଼ିଛି। ଏ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନବବଧୂ ରୀମାରାଣୀ ଆହତ ହୋଇଥିଲେ। ନିକଟରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସେ ତାଙ୍କ ବାପ ଘରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story