ରାଜ୍ୟରେ ତୃଣମୂଳ ସ୍ତରରେ ଅଗ୍ନିଶମ ବିଭାଗକୁ ମଜଭୁତ କରାଯିବ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସୁରକ୍ଷା ସପ୍ତାହ ପାଳନ। ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ ହୋଇଥାଏ ଏହି ଉତ୍ସବ। ସପ୍ତାହର ପ୍ରଥମ ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଇଛି। ଦେଶରେ ବିଭିନ୍ନ ସ୍ଥାନରେ ଅଗ୍ନି ନିର୍ବାପନ କାର୍ଯ୍ୟ ସମ୍ପାଦନ କରିବା ବେଳେ ସହିଦ ହୋଇଥିବା ଅଗ୍ନିକଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଉଛି।</p> <p>ଏହି ଅବସରରେ ଯୋଗ ଦେଇଥିଲେ ଫାୟାର ଡିଜି ବି. କେ. ଶର୍ମା।&nbsp; ବରମୁଣ୍ଡା ଫାୟାର ଷ୍ଟେସନରେ ଆୟୋଜିତ ଉତ୍ସବରେ ୨୦ ଜଣ ସହିଦଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଗାମୀ ଦିନରେ ରାଜ୍ୟରେ ତୃଣମୂଳ ସ୍ତରରେ ଅଗ୍ନିଶମ ବିଭାଗକୁ ମଜଭୁତ କରାଯିବ ବୋଲି ଅଗ୍ନିଶମ ବିଭାଗ ଡିଜି କହିଥିଲେ।</p>

Ordigital Desk
  • Published: Saturday, 14 April 2018
  • Updated: 14 April 2018, 02:31 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସୁରକ୍ଷା ସପ୍ତାହ ପାଳନ। ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ ହୋଇଥାଏ ଏହି ଉତ୍ସବ। ସପ୍ତାହର ପ୍ରଥମ ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଇଛି। ଦେଶରେ ବିଭିନ୍ନ ସ୍ଥାନରେ ଅଗ୍ନି ନିର୍ବାପନ କାର୍ଯ୍ୟ ସମ୍ପାଦନ କରିବା ବେଳେ ସହିଦ ହୋଇଥିବା ଅଗ୍ନିକଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଉଛି।</p><p>ଏହି ଅବସରରେ ଯୋଗ ଦେଇଥିଲେ ଫାୟାର ଡିଜି ବି. କେ. ଶର୍ମା।&nbsp; ବରମୁଣ୍ଡା ଫାୟାର ଷ୍ଟେସନରେ ଆୟୋଜିତ ଉତ୍ସବରେ ୨୦ ଜଣ ସହିଦଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଗାମୀ ଦିନରେ ରାଜ୍ୟରେ ତୃଣମୂଳ ସ୍ତରରେ ଅଗ୍ନିଶମ ବିଭାଗକୁ ମଜଭୁତ କରାଯିବ ବୋଲି ଅଗ୍ନିଶମ ବିଭାଗ ଡିଜି କହିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos