ରହସ୍ୟାବୃତ୍ତରେ ପାଲ୍ ହାଇଟ୍ସ ମାଲିକଙ୍କ ଘରେ ଅଗ୍ନିକାଣ୍ଡ: ହାର୍ଡ ଡିସ୍କ ଫୋରେନ୍ସି ଲାବକୁ ପଠାଗଲା

ଭୁବନେଶ୍ୱର: ପାଲ୍ ହାଇଟସ୍ ମାଲିକ ସତପାଲ ସିଂହଙ୍କ ଘରେ କେମିତି ଲାଗିଲା ନିଆଁ? ଅଗ୍ନୀକାଣ୍ଡର ୬ ଦିନ ପରେ ଘଟଣାକୁ ନେଇ ଲାଗି ରହିଛି ସସ୍‌ପେନ୍ସ। ସେପଟେ ସିସିଟିଭି ଫୁଟେଜ୍‌ରେ ଡେଟ୍ ସେଟିଂ ଠିକ୍ ନଥିବାରୁ ଘନୀଭୂତ ହୋଇଛି ସନ୍ଦେହ। ଏହାର ହାର୍ଡ ଡିସ୍କକୁ ଫୋରେନସିକ୍ ଯାଞ୍ଚ ଲାଗି ପଠାଯାଇଛି। ଇଲେକଟ୍ରିକ ସର୍ଟ ସର୍କିଟ ନା ଆଉ କିଛି? ବ୍ୟବସାୟୀ  ସତପାଲ ସିଂହଙ୍କ ଘରେ ଘଟିଥିବା ଅଗ୍ନିକାଣ୍ଡକୁ ନେଇ ରାଜଧାନୀରେ ଚର୍ଚ୍ଚା ଲାଗି ରହିଛି। ବାସ୍ତବରେ ଏହା […]

Pal-Heights

Pal-Heights

Rakesh Mallick
  • Published: Tuesday, 08 August 2017
  • Updated: 09 August 2017, 04:47 PM IST

Sports

Latest News

ଭୁବନେଶ୍ୱର: ପାଲ୍ ହାଇଟସ୍ ମାଲିକ ସତପାଲ ସିଂହଙ୍କ ଘରେ କେମିତି ଲାଗିଲା ନିଆଁ? ଅଗ୍ନୀକାଣ୍ଡର ୬ ଦିନ ପରେ ଘଟଣାକୁ ନେଇ ଲାଗି ରହିଛି ସସ୍‌ପେନ୍ସ। ସେପଟେ ସିସିଟିଭି ଫୁଟେଜ୍‌ରେ ଡେଟ୍ ସେଟିଂ ଠିକ୍ ନଥିବାରୁ ଘନୀଭୂତ ହୋଇଛି ସନ୍ଦେହ। ଏହାର ହାର୍ଡ ଡିସ୍କକୁ ଫୋରେନସିକ୍ ଯାଞ୍ଚ ଲାଗି ପଠାଯାଇଛି।

ଇଲେକଟ୍ରିକ ସର୍ଟ ସର୍କିଟ ନା ଆଉ କିଛି? ବ୍ୟବସାୟୀ  ସତପାଲ ସିଂହଙ୍କ ଘରେ ଘଟିଥିବା ଅଗ୍ନିକାଣ୍ଡକୁ ନେଇ ରାଜଧାନୀରେ ଚର୍ଚ୍ଚା ଲାଗି ରହିଛି। ବାସ୍ତବରେ ଏହା ଅଘଟଣ ନା ଏହା ପଛରେ ରହିଛି ଷଡ଼ଯନ୍ତ୍ର? ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛି ପୋଲିସ। ସେପଟେ ସତପାଲଙ୍କ ଘରେ ଲାଗିଥିବା ସିସି ଟିଭି ସନ୍ଦେହକୁ ଖୋରାକ ଯୋଗାଇଛି। କାରଣ ଭିଡିଓ ଫଟେଜ୍‌ରେ ଡେଟ୍ ସେଟିଂର ତାଳମେଳ ଖାଉନାହିଁ। ଏହାର ଯାଞ୍ଚ ଲାଗି ସିସିଟିଭି ହାର୍ଡଡିକ୍ସକୁ ଫୋରେନସିକ  ଲାବ୍‌କୁ ପଠାଯାଇଛି। ଯଦି ଫୁଟେଜ ଟାମ୍ଫର ବା ଡିଲିଟ୍ କରାଯାଇବ ତାହା ହେଲେ ଯାଞ୍ଚରୁ ଜଣାପଡିବା ସମ୍ଭାବନା ରହିଛି। ସେପଟେ ଫୋରେନସିକ ଓ ଫାୟାର ସେଫଟି ଏକ୍ସପର୍ଟଙ୍କ ରିପୋର୍ଟ ଆସିବା ପରେ ରହସ୍ୟ ଖୋଲିବ ବୋଲି ପୋଲିସ  ଆଶା ରଖିଛି।

ଗତ ୩ ତାରିଖ ଭୋରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସତ୍‌ପାଲଙ୍କ ସାନପୁଅ ଗଗନ, ପତ୍ନୀ ଭାବନା ଓ ଦୁଇ  ପିଲାଙ୍କ ସମେତ ଘରେ କାମ କରୁଥୁବା ସହାୟିକଙ୍କ ମୃତ୍ୟୁ ଘଟିଥିଲା।

ଏ ସମ୍ପର୍କୀତ ଅଧିକ ଖବର: ରହସ୍ୟ ଘେରରେ ଅଗ୍ନିକାଣ୍ଡ: ପାଲହାଇଟ୍ସ ମାଲିକଙ୍କ ଘରେ ନିଆଁ ଲାଗିବାର କାରଣ ସର୍ଟସର୍କିଟ୍‌ ତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story