ପୂର୍ବତନ ମହିଳା କାଉନ୍‌ସିଲରଙ୍କୁ ଗୁଳିମାଡ଼

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ଜଣେ ପୂର୍ବତନ ମହିଳା କାଉନସିଲରଙ୍କ ଉପରକୁ ହୋଇଛି ଗୁଳିମାଡ଼। ତାଙ୍କ ନାଁ ସତ୍ୟଭାମା ବେହେରା। ତାଙ୍କ ତଳି ପେଟରେ ଦୁଇଟି ଗୁଳି ବାଜି ଥିବା ବେଳେ ଜଙ୍ଘରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆଜି ସନ୍ଧ୍ୟାରେ ବାସେଳି ସାହି ଥାନା ଗୋଖା ସାହି ନିକଟରେ ଘଟିଛି ଏହି ଘଟଣା। ଚାରି ଜଣ ଦୁର୍ବୃତ୍ତ ବାଇକ୍‌ରେ […]

999

999

Rakesh Mallick
  • Published: Saturday, 21 April 2018
  • Updated: 21 April 2018, 10:34 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ଜଣେ ପୂର୍ବତନ ମହିଳା କାଉନସିଲରଙ୍କ ଉପରକୁ ହୋଇଛି ଗୁଳିମାଡ଼। ତାଙ୍କ ନାଁ ସତ୍ୟଭାମା ବେହେରା। ତାଙ୍କ ତଳି ପେଟରେ ଦୁଇଟି ଗୁଳି ବାଜି ଥିବା ବେଳେ ଜଙ୍ଘରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଆଜି ସନ୍ଧ୍ୟାରେ ବାସେଳି ସାହି ଥାନା ଗୋଖା ସାହି ନିକଟରେ ଘଟିଛି ଏହି ଘଟଣା। ଚାରି ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସତ୍ୟଭାମାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ପୂର୍ବ ଶତ୍ରୁତାରୁ ଅବା ଗୋଷ୍ଠୀ କନ୍ଦଳରୁ ଏହି ଗୁଳିମାଡ଼ ହୋଇଥିବା କୁହାଯାଉଛି।

ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story