ବାଲେଶ୍ୱରରେ ଆକାଶ ଛୁଆଁ ଦେଶୀ ମାଛ ଦର

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱରରେ ମାଛ ଦର ଏବେ ଆକାଶ ଛୁଆଁ।  ପ୍ରାୟ ୨୦-୨୫ ଦିନ ହେବ ଲୁଣି ମାଛ ବଜାରକୁ ଆସୁ ନଥିବାରୁ ଆକାଶ ଛୁଆଁ ଦେଶୀ ମାଛ ଦର। ସ୍ଥାନୀୟ ପୋଖରୀ ଓ ଗାଡ଼ିଆରୁ ଧରା ହେଉଥିବା ଦେଶୀ ମାଛ ଅପେକ୍ଷା ଆନ୍ଧ୍ରରୁ ଆସୁଥିବା ମାଛ ଉପରେ ବେଶୀ ନିର୍ଭର କରୁଛି ଏହି ବଜାର। ରୋହି ଭାକୁର କିଲୋ ୨୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଭେକ୍‌ଟି ମାଛ ୪୦୦ ଧରିଲାଣି।  ତେଣୁ ମାଛ ପ୍ରିୟ […]

bls

bls

Rakesh Mallick
  • Published: Friday, 11 May 2018
  • Updated: 11 May 2018, 10:19 AM IST

Sports

Latest News

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱରରେ ମାଛ ଦର ଏବେ ଆକାଶ ଛୁଆଁ।  ପ୍ରାୟ ୨୦-୨୫ ଦିନ ହେବ ଲୁଣି ମାଛ ବଜାରକୁ ଆସୁ ନଥିବାରୁ ଆକାଶ ଛୁଆଁ ଦେଶୀ ମାଛ ଦର। ସ୍ଥାନୀୟ ପୋଖରୀ ଓ ଗାଡ଼ିଆରୁ ଧରା ହେଉଥିବା ଦେଶୀ ମାଛ ଅପେକ୍ଷା ଆନ୍ଧ୍ରରୁ ଆସୁଥିବା ମାଛ ଉପରେ ବେଶୀ ନିର୍ଭର କରୁଛି ଏହି ବଜାର। ରୋହି ଭାକୁର କିଲୋ ୨୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଭେକ୍‌ଟି ମାଛ ୪୦୦ ଧରିଲାଣି।  ତେଣୁ ମାଛ ପ୍ରିୟ ବାଲେଶ୍ୱରବାସୀଙ୍କୁ ଏବେ କିଲୋ ବଦଳରେ ଅଢ଼େଇଶ ମାଛରେ ମନ ତୋଷିବାକୁ ପଡ଼ୁଛି।

ଏପ୍ରିଲ ୧୫ରୁ ଜୁନ୍ ୧୫  ମାଛମାନଙ୍କ ଅଣ୍ଡାଦେବା ସମୟ ହୋଇଥିବାରୁ ଏହି ଦୁଇମାସ ସମୁଦ୍ରରୁ ମାଛ ମାରିବା ଉପରେ କଟକଣା ଜାରି କରିଛନ୍ତି ସରକାର। ତେଣୁ କୂଳରେ ପଡ଼ି ରହିଛି ମାଛଧରା ଡଙ୍ଗା ଓ ଟ୍ରଲର୍। ବଜାରକୁ ଯଥେଷ୍ଟ ସମୁଦ୍ର ମାଛ ନ ଆସିବାରୁ ଦେଶୀ ମାଛର ଏତେ ଭାଉ ବଢ଼ିଛି।

ତେବେ ପୂର୍ବରୁ ମାଛ ଗଚ୍ଛିତ ରଖିଥିବା ବଡ଼ବଡ଼ ବ୍ୟବସାୟୀମାନେ ଏବେ ତାହାକୁ ବିକି ବେଶ୍ ମୁନାଫା କମାଉଛନ୍ତି। ପ୍ରତି ମାଛଧରା ବନ୍ଦର ବା ଜେଟି ନିକଟରେ ମାଛ ସଂରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ଖୋଲାଗଲେ ସାଧାରଣ ମତ୍ସ୍ୟଜୀବୀମାନେ ଉପକୃତ ହେବା ସହ ଗ୍ରାହକମାନେ ମଧ୍ୟ ଅପେକ୍ଷାକୃତ ଶସ୍ତାରେ ଲୁଣିମାଛ ପାଇପାରନ୍ତେ ବୋଲି ଟ୍ରଲର୍ ମହାସଂଘ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story