ଜଙ୍ଗଲି ଛତୁ ଖାଇ ୫ ଅସୁସ୍ଥ

କେନ୍ଦୁଝର (ପ୍ରଣୟ ପାଣି): ଜଙ୍ଗଲି ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେଥିରେ ଦୁଇ ଜଣ ଶିଶୁ ଅଛନ୍ତି। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି। ଗତକାଲି ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅନ୍ତର୍ଗତ କୋଳିମାଟି ଗାଁର ବକୁଳ ନାଏକ ଜଙ୍ଗଲରୁ ଛତୁ ତୋଳି ଆଣିଥିଲେ। ସେହି ଛତୁକୁ ରାତିରେ ରାନ୍ଧି ସପରିବାରେ ଖାଇ ଶୋଇଥିଲେ। କିନ୍ତୁ ତା‘ପରେ ସେମାନଙ୍କୁ ଝାଡ଼ା […]

Five taken ill after consuming Poisionous mushroom

Rakesh Mallick
  • Published: Friday, 20 July 2018
  • Updated: 20 July 2018, 05:52 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): ଜଙ୍ଗଲି ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେଥିରେ ଦୁଇ ଜଣ ଶିଶୁ ଅଛନ୍ତି। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି।

ଗତକାଲି ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅନ୍ତର୍ଗତ କୋଳିମାଟି ଗାଁର ବକୁଳ ନାଏକ ଜଙ୍ଗଲରୁ ଛତୁ ତୋଳି ଆଣିଥିଲେ। ସେହି ଛତୁକୁ ରାତିରେ ରାନ୍ଧି ସପରିବାରେ ଖାଇ ଶୋଇଥିଲେ। କିନ୍ତୁ ତା‘ପରେ ସେମାନଙ୍କୁ ଝାଡ଼ା ଓ ବାନ୍ତି ହୋଇଥିଲା। ଘରୋଇ ଉପଚାର କରିଥିଲେ ମଧ୍ୟ ଝାଡ଼ାବାନ୍ତି ଛାଡ଼ି ନଥିଲା। ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story