ବର୍ଷା ଯୋଗୁ ମାଲକାନଗିରିର ଅବସ୍ଥା ଖରାପ, ଜଣେ ମହିଳା ଭାସି ଗଲେ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଲଘୁଚାପ ବର୍ଷାରେ ମାଲକାନଗିରିରେ ବେହାଲ ଜନଜୀବନ। ଗତକାଲି ରାତିଠାରୁ ବର୍ଷାର ପରିମାଣ କମିଛି। ତେବେ ଏବେବି ସାବେରୀ ନଦୀ ପୋଲ ଉପରେ ୭ଫୁଟ୍ ଉଚ୍ଚରେ ପାଣି ଯାଉଛି।  ଫଳରେ ମାଲିକାନଗିରିରୁ ଛତିଶଗଡର ସୁକମା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେପଟେ ବଣ୍ଡା ଘାଟିରେ ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଛି।  ମୁଦୁଲିପଡ଼ା ଓ ଅଣ୍ଡରାବାହାଲ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।  ଖଇରପୁଟରେ ଜମିକୁ ଚାଷ କରିବାକୁ ଯାଇଥିବାବେଳେ ନଦୀରେ ଭାସି […]

000

000

Rakesh Mallick
  • Published: Saturday, 21 July 2018
  • Updated: 21 July 2018, 02:29 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଲଘୁଚାପ ବର୍ଷାରେ ମାଲକାନଗିରିରେ ବେହାଲ ଜନଜୀବନ। ଗତକାଲି ରାତିଠାରୁ ବର୍ଷାର ପରିମାଣ କମିଛି। ତେବେ ଏବେବି ସାବେରୀ ନଦୀ ପୋଲ ଉପରେ ୭ଫୁଟ୍ ଉଚ୍ଚରେ ପାଣି ଯାଉଛି।  ଫଳରେ ମାଲିକାନଗିରିରୁ ଛତିଶଗଡର ସୁକମା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

rain2

ସେପଟେ ବଣ୍ଡା ଘାଟିରେ ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଛି।  ମୁଦୁଲିପଡ଼ା ଓ ଅଣ୍ଡରାବାହାଲ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।  ଖଇରପୁଟରେ ଜମିକୁ ଚାଷ କରିବାକୁ ଯାଇଥିବାବେଳେ ନଦୀରେ ଭାସି ଜଣେ ମହିଳା ପ୍ରାଣ ହରାଇଛନ୍ତି।  ଏମ୍.ଭି ୩୭, କୋରକୋଣ୍ଡା, ପଟେରୁ, ବାଙ୍କରକୋଣ୍ଡା ନଦୀରେ ଜଳସ୍ତର କମି ଥିବାବେଳେ, କାଲିମେଳା ଓ ଜୟପୁରକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos