ମହାନଦୀ ଡେଲ୍ଟା ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ନିମ୍ନ ଅବବାହିକାରେ ପ୍ରବଳ ବର୍ଷା ଫଳରେ ରବିବାର ଅପରାହ୍ନ ୩ଟା ବେଳେ ଖଇରମାଳଠାରେ ୬,୮୬,୦୦୦ କ୍ୟୁସେକ୍‌ ବନ୍ୟା ଜଳ ପ୍ରବାହିତ ହୋଇଛି। ମହାନଦୀ ନିମ୍ନ ଅବବାହିକାର ସମ୍ବଲପୁରଠାରେ ୫୬୭ ମିମି, ବୁର୍ଲାରେ ୬୨୨ ମିମି, ହୀରାକୁଦଠାରେ ୪୦୧ ମିମି ଏବଂ ହୀରାକୁଦ ଓ ମୁଣ୍ଡଳି ମଧ୍ୟରେ ବିଭିନ୍ନ ସ୍ଥାନରେ ୧୦୦ରୁ ୩୦୦ ମିମି ପରିମାଣର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ସୁଦ୍ଧା କୌଣସି ଜଳ ନିଷ୍କାସନ ନ ହୋଇ ଏହି […]

maxresdefault

maxresdefault

Rakesh Mallick
  • Published: Sunday, 22 July 2018
  • Updated: 22 July 2018, 11:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ନିମ୍ନ ଅବବାହିକାରେ ପ୍ରବଳ ବର୍ଷା ଫଳରେ ରବିବାର ଅପରାହ୍ନ ୩ଟା ବେଳେ ଖଇରମାଳଠାରେ ୬,୮୬,୦୦୦ କ୍ୟୁସେକ୍‌ ବନ୍ୟା ଜଳ ପ୍ରବାହିତ ହୋଇଛି। ମହାନଦୀ ନିମ୍ନ ଅବବାହିକାର ସମ୍ବଲପୁରଠାରେ ୫୬୭ ମିମି, ବୁର୍ଲାରେ ୬୨୨ ମିମି, ହୀରାକୁଦଠାରେ ୪୦୧ ମିମି ଏବଂ ହୀରାକୁଦ ଓ ମୁଣ୍ଡଳି ମଧ୍ୟରେ ବିଭିନ୍ନ ସ୍ଥାନରେ ୧୦୦ରୁ ୩୦୦ ମିମି ପରିମାଣର ବର୍ଷା ରେକର୍ଡ କରାଯାଇଛି।

ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ସୁଦ୍ଧା କୌଣସି ଜଳ ନିଷ୍କାସନ ନ ହୋଇ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ ମୁଣ୍ଡଳିଠାରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେବା ଆଶଙ୍କା କରାଯାଉଛି। ଫଳରେ ମହାନଦୀ ଡେଲ୍ଟା ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଅନୁଭୂତ ହେବ ବୋଲି ବନ୍ୟା ନିୟନ୍ତ୍ରଣ ଓ ମହାନଦୀ ନିମ୍ନ ଅବବାହିକାର ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story