ଚାମ୍ପିଅନ୍ସ ଟ୍ରଫି ହକି: ଭାରତୀୟ ଟିମ୍‌ରେ ଦୁଇ ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନେଦରଲାଣ୍ଡରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଘୋଷଣା କରାଯାଇଥିବା ୧୮ ଜଣିଆ ଦଳରେ ଓଡ଼ିଶାର ୨ ଖେଳାଳି  ସ୍ଥାନ ପାଇଛନ୍ତି।

ସେମାନେ ହେଉଛନ୍ତି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ। ଆସନ୍ତା ଜୁନ୍‌ ୨୩ ତାରିଖରୁ ନେଦରଲ୍ୟାଣ୍ଡରେ ଚାମ୍ପିଅନ୍ସ ଟ୍ରଫି ହକି ଆରମ୍ଭ ହେବ।

 

Previous ArticleNext Article

Send this to a friend