ହାତ ଛାଡ଼ିଲେ ଦୁଷ୍ମନ୍ତ, ଶଙ୍ଖ ଧରିବେ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କଂଗ୍ରେସରୁ ଇସ୍ତଫା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ। ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। କିଛି ଦଳୀୟ କର୍ମୀ ଓ ପଞ୍ଚାୟତ ସ୍ତରୀୟ ନେତାଙ୍କ ସହ ସେ ବିଜେଡିରେ ଯୋଗ ଦେବେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦଳ ଛାଡ଼ିଛନ୍ତି। ତେବେ କଂଗ୍ରେସର ସ୍ଥାନୀୟ ନେତୃତ୍ୱ ଉପରେ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି। ଏନେଇ କଂଗ୍ରେସ ପକ୍ଷରୁ […]

Former-MLA-Dusmanta-Naik-Quits-Congress

Former-MLA-Dusmanta-Naik-Quits-Congress

Rakesh Mallick
  • Published: Thursday, 12 July 2018
  • Updated: 12 July 2018, 08:50 AM IST

Sports

Latest News

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କଂଗ୍ରେସରୁ ଇସ୍ତଫା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ। ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। କିଛି ଦଳୀୟ କର୍ମୀ ଓ ପଞ୍ଚାୟତ ସ୍ତରୀୟ ନେତାଙ୍କ ସହ ସେ ବିଜେଡିରେ ଯୋଗ ଦେବେ।

ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦଳ ଛାଡ଼ିଛନ୍ତି। ତେବେ କଂଗ୍ରେସର ସ୍ଥାନୀୟ ନେତୃତ୍ୱ ଉପରେ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି। ଏନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

ଦୁଷ୍ମନ୍ତ କହିଛନ୍ତି,“ଲୁଲୁ ମହାପାତ୍ର ଥିଲେ ମୋର ରାଜନୈତିକ ଗୁରୁ। ତାଙ୍କ ଦେହାନ୍ତ ପରେ କର୍ମୀଙ୍କ ପରାମର୍ଶରେ ଦଳ ଛାଡ଼ିଲି। ଏ ଅଞ୍ଚଳ ବିକାଶ ପାଇଁ କର୍ମୀଙ୍କ ସହ ବିଜେଡିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି।”

ଦୁଷ୍ମନ୍ତ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ। ସେ ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story