ରାଜଧାନୀ ଭୁବନେଶ୍ୱରକୁ ପୂରିଲା ୭୦ ବର୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ।  ୧୯୪୮ ମସିହା ଆଜିର ଦିନରେ ଗଠିନ ହୋଇଥିବା ରାଜଧାନୀକୁ ଆଜି ୭୦ ବର୍ଷ ପୂରିଛି। ଚଳିତବର୍ଷ ପ୍ରତିଷ୍ଠା ଦିବସକୁ ୩ ଦିନ ବ୍ୟାପି ପାଳନ କରାଯାଉଛି। ଏହି ଅବସରରେ ସଚିବାଳୟ ନିକଟ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବେସାମରିକ ପରେଡ୍ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେବେ। ଏହାସହ ବିଭିନ୍ନ […]

gggg

gggg

Rakesh Mallick
  • Published: Friday, 13 April 2018
  • Updated: 13 April 2018, 08:21 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ।  ୧୯୪୮ ମସିହା ଆଜିର ଦିନରେ ଗଠିନ ହୋଇଥିବା ରାଜଧାନୀକୁ ଆଜି ୭୦ ବର୍ଷ ପୂରିଛି। ଚଳିତବର୍ଷ ପ୍ରତିଷ୍ଠା ଦିବସକୁ ୩ ଦିନ ବ୍ୟାପି ପାଳନ କରାଯାଉଛି। ଏହି ଅବସରରେ ସଚିବାଳୟ ନିକଟ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବେସାମରିକ ପରେଡ୍ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେବେ। ଏହାସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

୧୯୪୬ ମସିହାରେ ଭୁବନେଶ୍ୱରକୁ ଏକ ମହାନଗରି ଭାବେ ଗଢି ତୋଳିବାର ନକ୍ସା ପ୍ରସ୍ତୁତ କରାଯାଇଥିଲା। ଜର୍ମାନୀର ସ୍ଥାପତି ଓ ପ୍ଲାନର ଅଟୋକଏନ୍ସ ବର୍ଗର ଏହି ନକ୍ସା ପ୍ରସ୍ତୁତ କରିଥିଲେ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଥିଲା। ସେତେବେଳର ପ୍ରଧାନମନ୍ତ୍ରୀ ଜବହାରଲାଲ ନେହୁରଙ୍କ ଦ୍ୱାରା ନୂଆ ରାଜଧାନୀ ପ୍ରତିଷ୍ଠା ହୋଇଥିଲା।  ନକ୍ସା ଅନୁଯାୟୀ ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ପ୍ରଥମ ଦଶବର୍ଷ ମଧ୍ୟରେ ୧୫ ହଜାରରୁ ବଢି ୪୦ହଜାର ଏବଂ ସହରର କ୍ଷେତ୍ରଫଳ ୧୩୨ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା।

୨୦୧୭ ସୁଦ୍ଧା ରାଜଧାନୀର ଜନସଂଖ୍ୟା ୯ଲକ୍ଷ ଟପି ସାରିଥିଲା। ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରର ନକ୍ସା ପୂରାପୂରି ବଦଳି ଯାଇଛି। ପ୍ରତି ମୂହୁର୍ତ୍ତରେ ବଦଳୁଥିବା ରାଜଧାନୀ ଏହାରି ଭିତରେ ସ୍ମାର୍ଟସିଟିରେ ଏକ ନମ୍ବର ମାନ୍ୟତା ମଧ୍ୟ ପାଇ ସାରିଛି। ସହରରେ ପୁଞ୍ଜି ନିବେଶ ପାଇଁ ବି ବହୁ ନାମିଦାମୀ କମ୍ପାନୀଙ୍କ ସୁଅ ଛୁଟୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story