କାନ୍ଥ ପଡ଼ି ଗୋଟିଏ ପରିବାରର ୪ ଆହତ
ବାଙ୍କୀ(ସଞ୍ଜିପ କୁମାର ନାୟକ ): କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ଢିଜିପୁଟ ଗାଁରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବାଙ୍କି ଡାକ୍ତରଖାନା ଭର୍ତ୍ତି କରାଯାଇଛି।
ଆହତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁପୁତ୍ର ରହିଛି।
ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା।
https://youtu.be/KXdkhdUepJ8
Ordigital Desk
• Published: Thursday, 16 August 2018
• Updated: 16 August 2018, 09:11 AM IST
Sports
Latest News
ବାଙ୍କୀ(ସଞ୍ଜିପ କୁମାର ନାୟକ ): କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ଢିଜିପୁଟ ଗାଁରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବାଙ୍କି ଡାକ୍ତରଖାନା ଭର୍ତ୍ତି କରାଯାଇଛି।
ଆହତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁପୁତ୍ର ରହିଛି।
ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା।
https://youtu.be/KXdkhdUepJ8
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos