ହୋଟେଲ୍‌ରୁ ଘରକୁ ଫେରୁଥିଲେ, ପାହାଡ଼ ଉପରକୁ ଟେକିନେଇ...

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ମରିଗଲା ମାନବିକତା। ହୋଟେଲ୍‌ରୁ କାମ କରି ଘରକୁ ଫେରୁଥିବା ବେଳେ ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ବଳପୂର୍ବକ ଟେକି ନେଇଥିଲେ। ପରେ ତାଙ୍କୁ ଏକ ପାହାଡ଼ ଉପରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୁଇଦିନ ପରେ ଯୁବତୀ ଜଣକ ସେମାନଙ୍କ କବଳରୁ ମୁକୁଳି ଥାନାରେ ଅଭିଯୋଗ କରିଥିଲେ। ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ୨୮ ତାରିଖ […]

lazza

lazza

Rakesh Mallick
  • Published: Tuesday, 31 July 2018
  • Updated: 31 July 2018, 05:34 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ମରିଗଲା ମାନବିକତା। ହୋଟେଲ୍‌ରୁ କାମ କରି ଘରକୁ ଫେରୁଥିବା ବେଳେ ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ବଳପୂର୍ବକ ଟେକି ନେଇଥିଲେ। ପରେ ତାଙ୍କୁ ଏକ ପାହାଡ଼ ଉପରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୁଇଦିନ ପରେ ଯୁବତୀ ଜଣକ ସେମାନଙ୍କ କବଳରୁ ମୁକୁଳି ଥାନାରେ ଅଭିଯୋଗ କରିଥିଲେ। ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ୨୮ ତାରିଖ ରାତିରେ ଜଣେ ଯୁବତୀ ଏକ ହୋଟେଲରୁ କାମ ସାରି ଘରକୁ ଫେରୁଥିଲେ। ୨୧ ନମ୍ବର ସେକ୍ଟର ଛକ ନିକଟରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇଥିଲେ। ପରେ ବଳପପୂର୍ବକ ତାଙ୍କୁ ଟେକିନେଇ ଟିମ୍ବର କଲୋନୀ ନିକଟ ଦୁର୍ଗାପୁର ପାହାଡ଼ ଉପରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୁଇଦିନ ଧରି ତାଙ୍କୁ ଦୁଷ୍କର୍ମ କରାଯାଇଥିଲା।

ରାତିରେ ଯୁବତୀ ଜଣକ ଘରକୁ ନ ଫେରିବାରୁ ପରିବାର ଲୋକେ ଏନେଇ ୩ ନମ୍ବର ସେକ୍ଟର ଥାନାରେ ଏତେଲା ଦେଇଥିଲେ। ପୁଲିସ ନିଖୋଜ ମାମଲା ରଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଦୁଇଦିନ ପରେ ଯୁବତୀ ଜଣକ କୌଶଳ କ୍ରମେ ସେଠାରୁ ଖସି ଆସି ଘରେ ପହଞ୍ଚିଥିଲେ। ତା‘ପରେ ଯୁବତୀ ଜଣକ ନିଜ ଭଉଣୀ ସହିତ ଯାଇ ଏତେଲା ଦେଇଥିଲେ। ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ପୁଲିସ ଗଣ ଦୁଷ୍କର୍ମ ମାମଲା ରଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏବେ ଗଣଦୁଷ୍କର୍ମ କରିଥିବା ଦୁଇ ଯୁବକ ଫେରାର ଅଛନ୍ତି। ପୁଲିସ୍ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story