ଗଞ୍ଜାମ: କଲରାପତରିଆ ବାଘ ଶୀକାର ଅଭିଯୋଗରେ ୩ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଘୁମୁସର ଉତ୍ତର ବନଖଣ୍ଡ ଅଧିନସ୍ଥ ତାରାସିଂ ରେଞ୍ଜରେ ଏକ କଲରାପତରିଆ ବାଘ ଶୀକାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ସେହି ଜଙ୍ଗଲ ଆଖପାଖ ଅଞ୍ଚଳର ବୋଲି ଜଣାପଡିଛି। କୌଣସି ସୁତ୍ରରୁ ଖବର ପାଇ ତାରାସିଂ ବନ୍ୟାଞ୍ଚଳ ଅଧିକାରୀ ଚଢଉ କରି ଶିକାରୀମାନଙ୍କୁ କାବୁ କରିବା ସହ ସେମାନଙ୍କ ପାଖରୁ ବାଘ ଚମଡା ଓ ଦାନ୍ତ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛନ୍ତି। ମୃତ ବାଘର ଶରୀରକୁ ପୋଷ୍ଟମର୍ଟମ ପରେ ମାଟିଖୋଳି […]

girapha

girapha

Rakesh Mallick
  • Published: Friday, 10 July 2015
  • Updated: 10 July 2015, 03:38 AM IST

Sports

Latest News

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଘୁମୁସର ଉତ୍ତର ବନଖଣ୍ଡ ଅଧିନସ୍ଥ ତାରାସିଂ ରେଞ୍ଜରେ ଏକ କଲରାପତରିଆ ବାଘ ଶୀକାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ସେହି ଜଙ୍ଗଲ ଆଖପାଖ ଅଞ୍ଚଳର ବୋଲି ଜଣାପଡିଛି। କୌଣସି ସୁତ୍ରରୁ ଖବର ପାଇ ତାରାସିଂ ବନ୍ୟାଞ୍ଚଳ ଅଧିକାରୀ ଚଢଉ କରି ଶିକାରୀମାନଙ୍କୁ କାବୁ କରିବା ସହ ସେମାନଙ୍କ ପାଖରୁ ବାଘ ଚମଡା ଓ ଦାନ୍ତ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛନ୍ତି। ମୃତ ବାଘର ଶରୀରକୁ ପୋଷ୍ଟମର୍ଟମ ପରେ ମାଟିଖୋଳି ପୋତିଦିଆ ଯାଇଛି। ଜଙ୍ଗଲରୁ ବାରହା ଶୀକାର ପାଇଁ ଆସିଥିବା ଶିକାରୀମାନେ ଭୁଲ ବସତ ବାଘ ଶିକାର କରିଥିବା କହିଛନ୍ତି।  ଶିକାରୀମାନଙ୍କୁ  ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos