ଗଞ୍ଜାମରେ ଅଜଣା ରୋଗ ଆତଙ୍କ: ୩ ମୃତ, ୫ ଗୁରୁତର

ajanaroga

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ତଳପାଟଣା ଗାଁରେ ଅଜଣା ରୋଗର ଆତଙ୍କ। ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଏମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହେ ଧରି ରୋଗ ଚିହ୍ନଟ ଓ ନିରାକରଣ ନହେବାରୁ ସ୍ଥିତି ଗମ୍ଭୀର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଧରାକୋଟ ସ୍ୱାସ୍ଥ୍ୟକର୍ମୀ ଗାଁରେ ପହଞ୍ଚିଛନ୍ତି। ତା’ସହିତ ସ୍ୱାସ୍ଥ୍ୟ ବିଭାଗ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

Previous ArticleNext Article

Send this to a friend