ଗଞ୍ଜାମରେ ଅଜଣା ରୋଗ ଆତଙ୍କ: ୩ ମୃତ, ୫ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ତଳପାଟଣା ଗାଁରେ ଅଜଣା ରୋଗର ଆତଙ୍କ। ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଏମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହେ ଧରି ରୋଗ ଚିହ୍ନଟ ଓ ନିରାକରଣ ନହେବାରୁ ସ୍ଥିତି ଗମ୍ଭୀର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଧରାକୋଟ ସ୍ୱାସ୍ଥ୍ୟକର୍ମୀ ଗାଁରେ ପହଞ୍ଚିଛନ୍ତି। ତା’ସହିତ ସ୍ୱାସ୍ଥ୍ୟ ବିଭାଗ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ajanaroga

ajanaroga

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 02:13 AM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ତଳପାଟଣା ଗାଁରେ ଅଜଣା ରୋଗର ଆତଙ୍କ। ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଏମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହେ ଧରି ରୋଗ ଚିହ୍ନଟ ଓ ନିରାକରଣ ନହେବାରୁ ସ୍ଥିତି ଗମ୍ଭୀର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଧରାକୋଟ ସ୍ୱାସ୍ଥ୍ୟକର୍ମୀ ଗାଁରେ ପହଞ୍ଚିଛନ୍ତି। ତା’ସହିତ ସ୍ୱାସ୍ଥ୍ୟ ବିଭାଗ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos