ଘଟ ପରିବର୍ତ୍ତନ ବିଭ୍ରାଟ ମାମଲା: ରେକର୍ଡ ଅଫ ରାଇଟ୍ସ ଦାଖଲ କରିବ ଶ୍ରୀମନ୍ଦିର ପ୍ରଶାସନ

କଟକ: ଘଟ ପରିବର୍ତ୍ତନ ବିଭ୍ରାଟ ନେଇ ଦୁଇ ଦଇତାପତିଙ୍କ ନିଲମ୍ୱନ ମାମଲାରେ ରେକର୍ଡ ଅଫ ରାଇଟ୍ସ ଦାଖଲ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅନ୍ୟ ଦଇତାପତିଙ୍କ ବୟାନ ରେକର୍ଡ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଘଟ ପରିବର୍ତ୍ତନ ବିଭ୍ରାଟରେ ନିଲମ୍ୱିତ ଦୁଇ ଦଇତାପତି ସେବାୟତ ହେଉଛନ୍ତି ଜୟକୃଷ୍ଣ ଦାସମହାପାତ୍ର ଓ ତାଙ୍କ ବାପା କାଶୀନାଥ ଦାସ ମହାପାତ୍ର। ବ୍ରହ୍ମ ପରିବର୍ତ୍ତନରେ ବିଳମ୍ୱ ପାଇଁ ଦୁଇ ଦଇତାପତିଙ୍କୁ ଦାୟୀ କରି […]

Orissa-High-Court

Orissa-High-Court

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 01:37 AM IST

କଟକ: ଘଟ ପରିବର୍ତ୍ତନ ବିଭ୍ରାଟ ନେଇ ଦୁଇ ଦଇତାପତିଙ୍କ ନିଲମ୍ୱନ ମାମଲାରେ ରେକର୍ଡ ଅଫ ରାଇଟ୍ସ ଦାଖଲ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅନ୍ୟ ଦଇତାପତିଙ୍କ ବୟାନ ରେକର୍ଡ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଘଟ ପରିବର୍ତ୍ତନ ବିଭ୍ରାଟରେ ନିଲମ୍ୱିତ ଦୁଇ ଦଇତାପତି ସେବାୟତ ହେଉଛନ୍ତି ଜୟକୃଷ୍ଣ ଦାସମହାପାତ୍ର ଓ ତାଙ୍କ ବାପା କାଶୀନାଥ ଦାସ ମହାପାତ୍ର। ବ୍ରହ୍ମ ପରିବର୍ତ୍ତନରେ ବିଳମ୍ୱ ପାଇଁ ଦୁଇ ଦଇତାପତିଙ୍କୁ ଦାୟୀ କରି ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କୁ ନିଲମ୍ୱିତ କରାଯାଇଥିଲା। ଏହି ମାମଲାର ଚୂଡାନ୍ତ ଶୁଣାଣୀ ଆସନ୍ତାକାଲି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story