ଗଠିତ ହେଲା ଓଡ଼ିଆ ଭାଷା ଅଧିନିୟମ କାର୍ଯ୍ୟକାରୀ ପାଇଁ ମନ୍ତ୍ରୀସ୍ତରୀୟ କମିଟି

ଭୁବନେଶ୍ୱର: ଓଡ଼ିଆ ଭାଷା ଅଧିନିୟମ କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ୫ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ  ପାଇଁ  ନିର୍ଦ୍ଦେଶ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ  ଦେବି ପ୍ରସାଦ ମିଶ୍ର ରହିଛନ୍ତି। ତାଙ୍କ ସହ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଆଇନମନ୍ତ୍ରୀ ଅରୁଣ ସାହୁ,ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସଭ୍ୟ ଭାବେ ରହିବେ। ସୂଚନାଯୋଗ୍ୟ ଓଡ଼ିଶା […]

5 min for odia language

5 min for odia language

Rakesh Mallick
  • Published: Wednesday, 08 July 2015
  • Updated: 08 July 2015, 04:02 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଆ ଭାଷା ଅଧିନିୟମ କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ୫ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ  ପାଇଁ  ନିର୍ଦ୍ଦେଶ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ  ଦେବି ପ୍ରସାଦ ମିଶ୍ର ରହିଛନ୍ତି। ତାଙ୍କ ସହ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଆଇନମନ୍ତ୍ରୀ ଅରୁଣ ସାହୁ,ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସଭ୍ୟ ଭାବେ ରହିବେ।

ସୂଚନାଯୋଗ୍ୟ ଓଡ଼ିଶା ଭାଷା ଅଧିନିୟମ କାର୍ଯ୍ୟକାରୀ ପାଇଁ ଗତ ଏକ ତାରିଖରୁ ଓଡିଆଭାଷା ସଂଗ୍ରାମ ସମିତି ଆମରନ ଅନଶନ ଜାରି ରଖିଛନ୍ତି। ଏଥିରେ ବିଭନ୍ନ ଅନୁଷ୍ଠାନ ପକ୍ଷରୁ ଅଦ୍ଭୁତପୂର୍ବ ସମର୍ଥନ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos