ବିଜୁଙ୍କ ଜନ୍ମପୀଠ ‘ଆନନ୍ଦଭବନ’ରେ ଗୀତା ମହେଟ୍ଟା

କଟକ(ଓଡ଼ିଶା ରିପୋର୍ଟର): କଟକ ଆନନ୍ଦ ଭବନରେ ଗୀତା ମେହେଟ୍ଟା। ପ୍ରବାଦ ପୁରୁଷ ବିଜୁବାବୁଙ୍କ ବାସଭବନ- ଆନନ୍ଦଭବନକୁ ମ୍ୟୁଜିୟମ୍‌ରେ ପରିଣତ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହାକୁ ଉଦ୍‌ଘାଟନ କରିବା ପାଇଁ ଆସନ୍ତା ୧୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ଆଜି ଆନନ୍ଦଭବନ ପରିଦର୍ଶନ କରିଛନ୍ତି। ଗୀତା ଆନନ୍ଦଭବନରେ ପ୍ରାୟ ୪୫ ମିନିଟ୍ ରହିବା ସହ ଉଦ୍‌ଘାଟନୀ କାର୍ଯ୍ୟକ୍ରମର ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ […]

OR photo2018-03-14-19h55m54s055 copy

OR photo2018-03-14-19h55m54s055 copy

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 08:08 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ଆନନ୍ଦ ଭବନରେ ଗୀତା ମେହେଟ୍ଟା। ପ୍ରବାଦ ପୁରୁଷ ବିଜୁବାବୁଙ୍କ ବାସଭବନ- ଆନନ୍ଦଭବନକୁ ମ୍ୟୁଜିୟମ୍‌ରେ ପରିଣତ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହାକୁ ଉଦ୍‌ଘାଟନ କରିବା ପାଇଁ ଆସନ୍ତା ୧୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ଆଜି ଆନନ୍ଦଭବନ ପରିଦର୍ଶନ କରିଛନ୍ତି। ଗୀତା ଆନନ୍ଦଭବନରେ ପ୍ରାୟ ୪୫ ମିନିଟ୍ ରହିବା ସହ ଉଦ୍‌ଘାଟନୀ କାର୍ଯ୍ୟକ୍ରମର ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ନେଇ ସମୀକ୍ଷା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା। କଟକର ନେତାଜୀ ମ୍ୟୁଜିୟମ, ଆନନ୍ଦ ଭବନ, ନେତାଜୀ ଇଣ୍ଡୋର ଷ୍ଟାଡିୟମର ମରାମତି ଓ ସାଜସଜ୍ଜା ଉପରେ ବୈଠକରେ ଆଲୋଚନା ହୋଇଥିଲା। ବିଶେଷକରି ରାଷ୍ଟ୍ରପତି ଯେଉଁ ରାସ୍ତାଘାଟ ଦେଇ ଯିବେ, ତାହାକୁ ମରାମତି ଓ ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ କାମର ମଧ୍ୟ ତଦାରଖ କରାଯାଇଥିଲା। ହେଲିପ୍ୟାଡଠାରୁ ଆରମ୍ଭ କରି ରାସ୍ତାଘାଟ ସବୁଠି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ଯେପରି ସୁରୁଖୁରୁରେ ଶେଷ ହେବ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story