ଅସଲି ପୋଲିସ ହାତରେ ନକଲି ପୋଲିସ

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ଅସଲି ପୋଲିସ ହାତରେ ନକଲି ପୋଲିସ୍‌। କଥାଟି ଅଖାଡୁଆ ଲଗୁଥିଲେ ମଧ୍ୟ ସତ। ଏମିତି ଏକ ଘଟଣା ଆଜି ସମ୍ୱଲପୁର ଜିଲ୍ଲାରେ ଘଟିଛି। ନକଲି ପୋଲିସ ଜଣକ ନିଜକୁ ଜଣେ ସବ୍‌ଇନ୍ସପେକ୍ଟର ପରିଚୟ ଦେଇ ଝିଅଙ୍କଠାରୁ ଟଙ୍କା ଓ ଏଟିଏମ୍‌ କାର୍ଡ଼ ନେଉଥିବା ବେଳେ ଧରାପଡ଼ିଛି। ଗୋବିନ୍ଦପୁର ଥାନା ପୋଲିସ ତାଙ୍କୁ ଗିରଫ କରିବା ସହିତ ମୋବାଇଲ ଓ ଏଟିଏମ୍‌କାର୍ଡ଼ ଜବତ କରିଛି। ସୁନ୍ଦରଗଡ଼ ଜିଲ୍ଲା ସିନ୍ଦିରିଟାଙ୍ଗର ଗାଁର ରତ୍ନେଶ୍ୱର ମାଝି। ନିଜକୁ […]

gobindapur thana police arrested fake police

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 11:01 PM IST

Sports

Latest News

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ଅସଲି ପୋଲିସ ହାତରେ ନକଲି ପୋଲିସ୍‌। କଥାଟି ଅଖାଡୁଆ ଲଗୁଥିଲେ ମଧ୍ୟ ସତ। ଏମିତି ଏକ ଘଟଣା ଆଜି ସମ୍ୱଲପୁର ଜିଲ୍ଲାରେ ଘଟିଛି। ନକଲି ପୋଲିସ ଜଣକ ନିଜକୁ ଜଣେ ସବ୍‌ଇନ୍ସପେକ୍ଟର ପରିଚୟ ଦେଇ ଝିଅଙ୍କଠାରୁ ଟଙ୍କା ଓ ଏଟିଏମ୍‌ କାର୍ଡ଼ ନେଉଥିବା ବେଳେ ଧରାପଡ଼ିଛି। ଗୋବିନ୍ଦପୁର ଥାନା ପୋଲିସ ତାଙ୍କୁ ଗିରଫ କରିବା ସହିତ ମୋବାଇଲ ଓ ଏଟିଏମ୍‌କାର୍ଡ଼ ଜବତ କରିଛି।

ସୁନ୍ଦରଗଡ଼ ଜିଲ୍ଲା ସିନ୍ଦିରିଟାଙ୍ଗର ଗାଁର ରତ୍ନେଶ୍ୱର ମାଝି। ନିଜକୁ ଜଣେ ସବ୍‌ଇନ୍ସପେକ୍ଟରର ପରିଚୟ ଦେଇ ଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ଗାଁକୁ ଯାଇଥାଏ। ଟାର୍ଗେଟରେ ରଖିଥାଏ ଝିଅଙ୍କୁ। ସେ ପ୍ରଥମେ ଆଦିବାସୀ ଝିଅଙ୍କ ସହିତ କଥା ହୋଇଥାଏ। ତା’ପରେ ସମ୍ପର୍କ ବଢ଼ାଇ ସେମାନଙ୍କୁ ଟଙ୍କା ଓ ଏଟିଏମ୍‌ କାର୍ଡ଼ ମାଗିଥାଏ। ଏହି ସମୟରେ ୟୁନିଫର୍ମରେ ମଧ୍ୟ ଥାଏ। ପୋଲିସ ଦେଖି ଭୟରେ ଝିଅମାନେ ଟଙ୍କା ଓ ଏଟିଏମ୍‌ କାର୍ଡ଼ ଦେଇଥାଆନ୍ତି। ଗଲା ପୂର୍ବରୁ ନିଜକୁ କେତେବେଳେ ବାମରା ଥାନା ତ ଆଉ କେତେବେଳେ ରାଉରକେଲା ଥାନାର ସବଇନ୍ସପେକ୍ଟର ପରିଚୟ ଦେଇଯାଇଥାଏ। ଏନେଇ ଅଭିଯୋଗ ହେବା ପରେ ପୋଲିସ ତାକୁ ଗିରଫ କରିଛି। ପୋଲିସ ତାଙ୍କଠାରୁ ନକଲି ପରିଚୟପତ୍ର, ୩ଟି ମୋବାଇଲ ଫୋନ୍‌, ୫ଟି ଏଟିଏମ୍‌ କାର୍ଡ଼, ପାନ୍‌କାର୍ଡ଼, ଆଧାର କାର୍ଡ଼ ଓ ନଗଦ ୮୦୦ ଟଙ୍କା ଜବତ କରିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story