ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ରାଜ୍ୟପାଳ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ରାଜ୍ୟପାଳ ଗଣେଶୀ ଲାଲ୍&zwnj; ଉଦ୍&zwnj;ବେଗ ପ୍ରକାଶ କରିଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚାବି ହଜିଯିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଏହାସହ କେଭଁ ପରିସ୍ଥିତିରେ ଚାବି ହଜିଲା ଶୀଘ୍ର ସତ ପଦାକୁ ଆଣିବା ଲାଗି ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।</p> <p>ତେବେ ଘଟଣାରେ ରାଜ୍ୟ ସରକାରଙ୍କ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶକୁ ରାଜ୍ୟପାଳ ସ୍ୱାଗତ କରିଛନ୍ତି।</p>

Ordigital Desk
  • Published: Friday, 08 June 2018
  • Updated: 08 June 2018, 08:42 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ରାଜ୍ୟପାଳ ଗଣେଶୀ ଲାଲ୍&zwnj; ଉଦ୍&zwnj;ବେଗ ପ୍ରକାଶ କରିଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚାବି ହଜିଯିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଏହାସହ କେଭଁ ପରିସ୍ଥିତିରେ ଚାବି ହଜିଲା ଶୀଘ୍ର ସତ ପଦାକୁ ଆଣିବା ଲାଗି ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।</p><p>ତେବେ ଘଟଣାରେ ରାଜ୍ୟ ସରକାରଙ୍କ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶକୁ ରାଜ୍ୟପାଳ ସ୍ୱାଗତ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos