ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ରାଜ୍ୟପାଳ

Odisha-Governor-Ganeshi-Lal

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ରାଜ୍ୟପାଳ ଗଣେଶୀ ଲାଲ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚାବି ହଜିଯିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଏହାସହ କେଭଁ ପରିସ୍ଥିତିରେ ଚାବି ହଜିଲା ଶୀଘ୍ର ସତ ପଦାକୁ ଆଣିବା ଲାଗି ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଘଟଣାରେ ରାଜ୍ୟ ସରକାରଙ୍କ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶକୁ ରାଜ୍ୟପାଳ ସ୍ୱାଗତ କରିଛନ୍ତି।

Previous ArticleNext Article

Leave a Reply

Send this to a friend