ରାଜ୍ୟ ଶିକ୍ଷା ସହାୟକ ସଂଘର ଆନ୍ଦୋଳନ ସ୍ଥଗିତ, ୭ ଦାବିରୁ ୪ଟି ମାନି ନେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଶିକ୍ଷା ସହାୟକଙ୍କ ଆନ୍ଦୋଳନ ଗୋଟିଏ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଶିକ୍ଷା ସହାୟକ ସଂଘ।  ଏ ନେଇ ସୂଚନା ଦେଇଛନ୍ତି ଶିକ୍ଷା ସହାୟକ ସଂଘ ସଭାପତି ମଳୟ ଜେନା ଓ ଉପଦେଷ୍ଟା ସୁନିଲ ପ୍ରଧାନ।

ଶିକ୍ଷାସହାୟକଙ୍କ ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଶିକ୍ଷା ସହାୟକଙ୍କ ୭ଟି ଦାବିରୁ ସରକାର ୪ଟି ଦାବି ମାନି ନେଇଛନ୍ତି। ଏହି ସବୁ ଦାବି ମଧ୍ୟରେ ରହିଛି, ଜାନୁଆରୀ ପହିଲା ୨୦୧୮ ସୁଦ୍ଧା ୬ ବର୍ଷ ପୂରଣ କରିଥିବା ଶିକ୍ଷକ ନିୟମିତ ହେବେ। ୨୪ ହଜାରରୁ ଅଧିକ ଶିକ୍ଷା ସହାୟକ ନିୟମିତ ହେବେ।  ୭ମ ବେତନ କମିଶନ ଅନୁସାରେ ୨୫% ଦରମା ବୃଦ୍ଧି ପ୍ରତିଶ୍ରୁତି ସହ ମିଳିତ ଦେୟର ରାଜ୍ୟ ୪୦% ଦରମା ବୃଦ୍ଧି ପ୍ରତିଶ୍ରୁତି ଦେଇଛନ୍ତି ସରକାର।  କେନ୍ଦ୍ର ସରକାରଙ୍କୁ ଏନେଇ ଚିଠି ମଧ୍ୟ ଲେଖିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ମଧ୍ୟ ୬୦% ଦରମା ବୃଦ୍ଧି କରିବା ନେଇ ଅଶାବାଦୀ ଅଛନ୍ତି ଶିକ୍ଷା ସହାୟକ।

Ordigital Desk
• Published: Thursday, 15 March 2018
• Updated: 15 March 2018, 02:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଶିକ୍ଷା ସହାୟକଙ୍କ ଆନ୍ଦୋଳନ ଗୋଟିଏ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଶିକ୍ଷା ସହାୟକ ସଂଘ।  ଏ ନେଇ ସୂଚନା ଦେଇଛନ୍ତି ଶିକ୍ଷା ସହାୟକ ସଂଘ ସଭାପତି ମଳୟ ଜେନା ଓ ଉପଦେଷ୍ଟା ସୁନିଲ ପ୍ରଧାନ।

ଶିକ୍ଷାସହାୟକଙ୍କ ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଶିକ୍ଷା ସହାୟକଙ୍କ ୭ଟି ଦାବିରୁ ସରକାର ୪ଟି ଦାବି ମାନି ନେଇଛନ୍ତି। ଏହି ସବୁ ଦାବି ମଧ୍ୟରେ ରହିଛି, ଜାନୁଆରୀ ପହିଲା ୨୦୧୮ ସୁଦ୍ଧା ୬ ବର୍ଷ ପୂରଣ କରିଥିବା ଶିକ୍ଷକ ନିୟମିତ ହେବେ। ୨୪ ହଜାରରୁ ଅଧିକ ଶିକ୍ଷା ସହାୟକ ନିୟମିତ ହେବେ।  ୭ମ ବେତନ କମିଶନ ଅନୁସାରେ ୨୫% ଦରମା ବୃଦ୍ଧି ପ୍ରତିଶ୍ରୁତି ସହ ମିଳିତ ଦେୟର ରାଜ୍ୟ ୪୦% ଦରମା ବୃଦ୍ଧି ପ୍ରତିଶ୍ରୁତି ଦେଇଛନ୍ତି ସରକାର।  କେନ୍ଦ୍ର ସରକାରଙ୍କୁ ଏନେଇ ଚିଠି ମଧ୍ୟ ଲେଖିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ମଧ୍ୟ ୬୦% ଦରମା ବୃଦ୍ଧି କରିବା ନେଇ ଅଶାବାଦୀ ଅଛନ୍ତି ଶିକ୍ଷା ସହାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos