ଜବରଦଖଲକାରୀଙ୍କୁ ସରକାରଙ୍କ ପ୍ରୋତ୍ସାହନ: ଜବରଦଖଲ କର, ଜମିର ମାଲିକ ହୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜବରଦଖଲକାରୀଙ୍କୁ ପ୍ରୋତ୍ସାହନ ପାଇଁ ସରକାରୀ ଯୋଜନା। ଯଦିଓ ଏ ଯୋଜନା ଚୂଡ଼ାନ୍ତ ହୋଇନି ତଥାପି ଆଇନ ଆସିବା ପାଇଁ ପ୍ରସ୍ତୁତ ହୋଇଛି ଚିଠା ବିଲ୍। ପୂର୍ବରୁ ଜବରଦଖଲକାରୀଙ୍କୁ ସାବାଡ଼ କରିବା ପାଇଁ ସରକାର ନିଜେ ଅଧ୍ୟାଦେଶ ଆଣିଥିଲେ। ଏବେ ଏହାର ବିପରୀତ ଆଇନ ଆଣି ଜବରଦଖଲକାରୀଙ୍କ ଥଇଥାନ ପାଇଁ ଚାଲିଥିବା ସରକାରୀ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ବିରୋଧୀ ଅଭିଯୋଗ କରିଛନ୍ତି, ଏହା ନିର୍ବାଚନ ପୂର୍ବରୁ ବଡ଼ବଡିଆ ଜବରଦଖଲକାରୀଙ୍କ ଥଇଥାନ ପାଇଁ ନୂଆ ଫନ୍ଦି। ସରକାରୀ […]

jabardakhalkari

jabardakhalkari

Rakesh Mallick
  • Published: Friday, 06 July 2018
  • Updated: 06 July 2018, 09:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜବରଦଖଲକାରୀଙ୍କୁ ପ୍ରୋତ୍ସାହନ ପାଇଁ ସରକାରୀ ଯୋଜନା। ଯଦିଓ ଏ ଯୋଜନା ଚୂଡ଼ାନ୍ତ ହୋଇନି ତଥାପି ଆଇନ ଆସିବା ପାଇଁ ପ୍ରସ୍ତୁତ ହୋଇଛି ଚିଠା ବିଲ୍। ପୂର୍ବରୁ ଜବରଦଖଲକାରୀଙ୍କୁ ସାବାଡ଼ କରିବା ପାଇଁ ସରକାର ନିଜେ ଅଧ୍ୟାଦେଶ ଆଣିଥିଲେ। ଏବେ ଏହାର ବିପରୀତ ଆଇନ ଆଣି ଜବରଦଖଲକାରୀଙ୍କ ଥଇଥାନ ପାଇଁ ଚାଲିଥିବା ସରକାରୀ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ବିରୋଧୀ ଅଭିଯୋଗ କରିଛନ୍ତି, ଏହା ନିର୍ବାଚନ ପୂର୍ବରୁ ବଡ଼ବଡିଆ ଜବରଦଖଲକାରୀଙ୍କ ଥଇଥାନ ପାଇଁ ନୂଆ ଫନ୍ଦି।

ସରକାରୀ ଜମିରେ ଅନୁପ୍ରବେଶ ଦଣ୍ଡନୀୟ। ବିଧାନସଭାରେ ଅଧ୍ୟାଦେଶ ଆଣିବା ପରେ ରାଜଧାନୀରେ ଜବରଦଖଲକାରୀଙ୍କ ପାଇଁ ସତର୍କଘଣ୍ଟି ବଜାଇ ବୋର୍ଡ ଲଗାଇଛନ୍ତି ସରକାର। କିନ୍ତୁ ଯୋଉଠି ବୋର୍ଡ ଲାଗିଛି ସେଇଠି ଜବରଦଖଲକାରୀ କରିଛନ୍ତି ଘର। କିଛି ସ୍ଥାନରେ ଛାତ ଘର ବି ହୋଇଛି। ସରକାରୀ ଜମିରୁ ଜବରଦଖଲ ହଟାଇବା ପାଇଁ ସରକାର ୨୦୧୫ ଏପ୍ରିଲରେ ଆଣିଥିଲେ ଜମି ଜବରଦଖଲ ହଡ଼ପ ନିରୋଧ ଅଧ୍ୟାଦେଶ। ଏଥିରେ ସରକାରୀ ଜମି ହଡ଼ପକାରୀଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ଥିଲା। ୩ ମାସ ଏହି ଅଧ୍ୟାଦେଶ ବଳବତ୍ତର ରହିଲା। ତେବେ ବିଡ଼ମ୍ବନା ହେଉଛି, ଅଧ୍ୟାଦେଶ ପରେ ସରକାର ବିଲ୍‌କୁ ବିଧାନସଭାରେ ପାରିତ କରିଥିଲେ ବି ଏହାକୁ ରାଜ୍ୟପାଳଙ୍କ ଅନୁମତି ମିଳିଲାନାହିଁ। ତେବେ ବିଲ୍‌ରେ କିଛି ପରିବର୍ତ୍ତନ ପାଇଁ ସରକାର ଏହାକୁ ଆଇନ ବିଭାଗକୁ ପଠାଇ  କିଛି ଦିନ ଚୁପ ରହିବା ପରେ ଏକ ସମ୍ପୂର୍ଣ୍ଣ ବିପରୀତ ବିଲ ଆଣିବାକୁ ଯୋଜନା କରୁଛନ୍ତି। ଯେଉଁଥିରେ ଜବରଦଖଲକାରୀଙ୍କୁ ଥଇଥାନ କରି ଜମି ସ୍ଥାୟୀ ଭାବେ ତାଙ୍କ ନାଁରେ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ପ୍ରସ୍ତାବିତ  ଚିଠା ବିଲ୍‌ରେ ଥିବା ବ୍ୟବସ୍ଥା  ଅନୁସାରେ ଏହା ବସ୍ତିବାସିନ୍ଦାଙ୍କ ପାଇଁ ଲାଗୁ ହେବ ନାହିଁ। କେବଳ ସହରର ସରକାରୀ ଜମିକୁ ଜବରଦଖଲ କରି ଦୀର୍ଘ ଦିନ ଧରି ରହୁଥିବା ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ ହେବ। ଆଗକୁ ନିର୍ବାଚନ, ସହରରେ ଅନେକ ସରକାରୀ ଜମି ବଡ଼ବଡ଼ଇାଙ୍କ କବ୍ଜାରେ। ତେଣୁ ବଡ଼ବଡ଼ିଆ ଜବରଦଖଲକାରୀଙ୍କ ଥଇଥାନ ପାଇଁ ସରକାରଙ୍କ ଏହା ଏକ ଫନ୍ଦି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ସୂଚନା ଅନୁସାରେ, ରାଜ୍ୟରେ ୪୫  ହଜାର ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । କେବଳ ଭୁବନେଶ୍ୱରରେ ଜବରଦଖଲରେ ରହିଛି ୪୭୪ ଏକର ସରକାରୀ ଜମି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story