ସରକାରଙ୍କ ନୂଆ ଚାଲ୍: କେବିକେ ଯୋଜନାକୁ ଭାଗ କରି ଗଢ଼ିଲେ ଭିତ୍ତିଭୂମି ବିକାଶ ଫଣ୍ଡ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଫୋକସରେ କେବିକେ। ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ପାଇଁ  ପୁଣି ନୂଆ ସ୍କିମ୍। ପୁରୁଣା ଯୋଜନାରୁ କିନ୍ତୁ ନୂଆ ଷ୍ଟାଇଲରେ ପ୍ରସ୍ତୁତ ହୋଇଛି ସ୍କିମ୍। ବିଜୁ କେବିକେ ଯୋଜନାର ଗାଇଡଲାଇନ୍ ଓ ବ୍ୟବସ୍ଥାକୁ ସଂଶୋଧନ କରି ପୃଥକ୍ ଭାବେ ଭିତ୍ତିଭୂମି ବିକାଶ ଫଣ୍ଡ ନାଁରେ ହୋଇଛି ଏହି  ନୂଆ ସ୍କିମ୍। ବିଜୁଳି, ସଡକ, ପାଣି ତଥା ଜୀବନଜୀବିକା ଆବଶ୍ୟକତା ଲାଗି ଜରୁରୀ ଥିବା ପ୍ରକଳ୍ପ ପାଇଁ  ବର୍ଷକୁ […]

Rakesh Mallick
  • Published: Tuesday, 29 August 2017
  • Updated: 29 August 2017, 09:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଫୋକସରେ କେବିକେ। ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ପାଇଁ  ପୁଣି ନୂଆ ସ୍କିମ୍। ପୁରୁଣା ଯୋଜନାରୁ କିନ୍ତୁ ନୂଆ ଷ୍ଟାଇଲରେ ପ୍ରସ୍ତୁତ ହୋଇଛି ସ୍କିମ୍। ବିଜୁ କେବିକେ ଯୋଜନାର ଗାଇଡଲାଇନ୍ ଓ ବ୍ୟବସ୍ଥାକୁ ସଂଶୋଧନ କରି ପୃଥକ୍ ଭାବେ ଭିତ୍ତିଭୂମି ବିକାଶ ଫଣ୍ଡ ନାଁରେ ହୋଇଛି ଏହି  ନୂଆ ସ୍କିମ୍। ବିଜୁଳି, ସଡକ, ପାଣି ତଥା ଜୀବନଜୀବିକା ଆବଶ୍ୟକତା ଲାଗି ଜରୁରୀ ଥିବା ପ୍ରକଳ୍ପ ପାଇଁ  ବର୍ଷକୁ ୧୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ କେବଳ ଏହି ସ୍କିମ ନୁହେଁ, ଏହା ପୂର୍ବରୁ ବି ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଟ୍ରାଇବାଲ୍ କାଉନ୍‌ସିଲ୍ ଗଠନ କରିବାରୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏସବୁ ଜିଲ୍ଲାର ପ୍ରତି ବ୍ଲକରେ ଦେଢ କୋଟି ଟଙ୍କା ଖର୍ଚ୍ଚ ହେବ। ଯେଉଁଥିରେ କେବିକେର ୩ ଜିଲ୍ଲା ରହିଛି। ଚର୍ଚ୍ଚା ହେଉଛି, ପଂଚାୟତ ନିର୍ବାଚନରେ କେବିକେର ଅଧିକାଂଶ ଜିଲ୍ଲାରେ ବିଜେଡିକୁ ଜବରଦସ୍ତ ଝଟ୍‌କା ଲାଗିଛି।  ତେଣୁ ଭୋଟ ବ୍ୟାଙ୍କ ସଜାଡିବାକୁ ଏଭଳି ନୂଆ ସ୍କିମରେ ପରିକଳ୍ପନା କରିଛନ୍ତି ବିଜେଡି ସରକାର।

ସେପଟେ ରାଜ୍ୟ ସରକାରଙ୍କ ଏହି ନୂଆ ସ୍କିମ୍‌ ନେଇ ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି। ବିରୋଧୀ କହିଛନ୍ତି, ଗୋଟିଏ ପଟେ ଯୋଜନା ହେଉଛି ହେଲେ ତାକୁ କାର୍ଯ୍ୟକାରୀ କରିବାରେ ସରକାର ବିଫଳ ହେଉଛନ୍ତି। ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏଭଳି ଯୋଜନା ବୋଲି ଉଭୟ ଦଳ ସମାଲୋଚନା କରିଛନ୍ତି। ତେବେ ରାଜନୈତିକ ଟଣାଓଟରା ଭିତରେ ମୌଳିକ ସୁବିଧାରୁ ବଞ୍ଚିତ କେବିକେର ନକ୍ସା କେତେ ବଦଳୁଛି, ତା ଉପରେ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story