ହାଇଟେକ୍ ଜମି ଠକେଇ: ସୁପ୍ରିମକୋର୍ଟରେ ଆଉ ୧୮ କୋଟି ଦାଖଲ କଲେ ତିରୁପତି

ଭୁବନେଶ୍ୱର: ହାଇଟେକ୍ ଜମି ଠକେଇ ମାମଲାରେ ତିରୁପତି ପାଣିଗ୍ରାହୀ ସୁପ୍ରିମକୋର୍ଟରେ ଆଉ ୧୮ କୋଟି ଟଙ୍କା ଦାଖଲ କରିଛନ୍ତି। ସୋମବାର ଦାଖଲ କରିଥିବା ଅର୍ଥକୁ ମିଶାଇ ମୋଟ ୩୮ କୋଟି ଦାଖଲ କରିସାରିଛନ୍ତି ତିରୁପତି। ବାକି ୨୫.୫ କୋଟି ଟଙ୍କା ତିରୁପତି ୪ ମାସ ମଧ୍ୟରେ ଦାଖଲ କରିବେ ବୋଲି କୋର୍ଟଙ୍କୁ ଜଣାଇଛନ୍ତି। ତିରୁପତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ପକ୍ଷ ରଖିଥିଲେ। ଆଇନଜୀବୀ ଶିବାଶିଷ ମିଶ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଥିଲେ। ଏହି […]

tiripati

tiripati

Rakesh Mallick
  • Published: Monday, 06 July 2015
  • Updated: 06 July 2015, 10:05 AM IST

ଭୁବନେଶ୍ୱର: ହାଇଟେକ୍ ଜମି ଠକେଇ ମାମଲାରେ ତିରୁପତି ପାଣିଗ୍ରାହୀ ସୁପ୍ରିମକୋର୍ଟରେ ଆଉ ୧୮ କୋଟି ଟଙ୍କା ଦାଖଲ କରିଛନ୍ତି। ସୋମବାର ଦାଖଲ କରିଥିବା ଅର୍ଥକୁ ମିଶାଇ ମୋଟ ୩୮ କୋଟି ଦାଖଲ କରିସାରିଛନ୍ତି ତିରୁପତି। ବାକି ୨୫.୫ କୋଟି ଟଙ୍କା ତିରୁପତି ୪ ମାସ ମଧ୍ୟରେ ଦାଖଲ କରିବେ ବୋଲି କୋର୍ଟଙ୍କୁ ଜଣାଇଛନ୍ତି। ତିରୁପତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ପକ୍ଷ ରଖିଥିଲେ। ଆଇନଜୀବୀ ଶିବାଶିଷ ମିଶ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ମାସ ପରେ ହେବ। ଶିକ୍ଷାନୁଷ୍ଠାନ ବିକ୍ରି କରି ଟଙ୍କା ଦାଖଲ କରାଯାଉଥିବା ତିରୁପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story