ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ସ୍ପୋର୍ଟସ ଲଗଅନ୍ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ସ୍ପୋର୍ଟସ ଲଗଅନ୍ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୪ ଏସିଆନ ଗେମସରେ ସ୍ୱର୍ଣ୍ଣ ଓ ଗ୍ଲାସଗୋ କମନବେଲଥ ଗେମସରେ ରୋପ୍ୟ ପଦକ ସଫଳତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ସେହିପରି ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ସ୍ନୁକର ଚାମ୍ପିୟନସିପରେ ଭାଗ ନେଇଥିବା ଆଶୁତୋଷ ପାଢୀ ଉଦୀୟମାନ କ୍ରୀଡାବିତ୍, ୧୨ବର୍ଷରୁ କମ୍ ବୟସ ବର୍ଗରେ ଆଇଟା ରାଙ୍କିରେ ନମ୍ୱର ୱାନ ହୋଇଥିବା ମହେଶ ମହାପାତ୍ର କୁମୁଦିନୀ ମିଶ୍ର […]

birendra-lakra

birendra-lakra

Rakesh Mallick
  • Published: Monday, 13 July 2015
  • Updated: 13 July 2015, 07:16 AM IST

Sports

Latest News

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ସ୍ପୋର୍ଟସ ଲଗଅନ୍ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୪ ଏସିଆନ ଗେମସରେ ସ୍ୱର୍ଣ୍ଣ ଓ ଗ୍ଲାସଗୋ କମନବେଲଥ ଗେମସରେ ରୋପ୍ୟ ପଦକ ସଫଳତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ସେହିପରି ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ସ୍ନୁକର ଚାମ୍ପିୟନସିପରେ ଭାଗ ନେଇଥିବା ଆଶୁତୋଷ ପାଢୀ ଉଦୀୟମାନ କ୍ରୀଡାବିତ୍, ୧୨ବର୍ଷରୁ କମ୍ ବୟସ ବର୍ଗରେ ଆଇଟା ରାଙ୍କିରେ ନମ୍ୱର ୱାନ ହୋଇଥିବା ମହେଶ ମହାପାତ୍ର କୁମୁଦିନୀ ମିଶ୍ର କ୍ରୀଡା ପ୍ରତିଭା ପୁରସ୍କାର ଗ୍ରହଣ କରିଛନ୍ତି।। ବେଟଲିଫଟିଂ କୋଚ ସୀତାପ୍ରସାଦ ପଟ୍ଟନାୟକଙ୍କୁ ଶ୍ରେଷ୍ଠ କୋଚ୍ ଏବଂ ବୈଦ୍ୟନାଥ ମହାସୁଆରଙ୍କୁ ପ୍ଲେୟାର ଅପ ଦି ବାଏଗନ୍ ଏରା ପୁରସ୍କାର ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos