୮ ଜଣଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାଏର କଲେ ସାହିତ୍ୟିକ ହରପ୍ରସାଦ ଦାସ

<p>ଭୁବନେଶ୍ୱର: ସୋସିଆଲ୍ ମିଡିଆ ଓ ଅନ୍ୟ ଗଣମାଧ୍ୟମରେ ତାଙ୍କ ନାଁରେ ଅପପ୍ରଚାର କରିଥିବା ଅଭିଯୋଗ କରି ୮ ଜଣଙ୍କ ନାଁରେ ମାନହାନି ମୋକଦ୍ଦମା ଦାଏର କରିଛନ୍ତି ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ। ଯେଉଁମାନଙ୍କ ନାଁରେ ମୋକଦ୍ଦମା ଦାଏର ହୋଇଛି ସେମାନେ ହେଲେ- ସମ୍ୱାଦ କଳିକାର ସମ୍ପାଦକ ଓ ମୁଦ୍ରକ, ମନୁ ଦାଶ, ଅସିତ ମହାନ୍ତି, ଅମୀୟ ପାଣ୍ଡବ, ଉମାକାନ୍ତ ରାଉତ, ପଲ୍ଲୀଶ୍ରୀ ପଟ୍ଟନାୟକ, ଶ୍ରୀ କୁଳାଙ୍ଗ।ର ଓ ବିମଳେନ୍ଦୁ ମହାନ୍ତି। ଏମାନଙ୍କ ନାଁରେ ସେ ଦୁଇଟି ମାମଲା ଦାଏର କରିଛନ୍ତି। ପ୍ରଥମଟି, ସିନିୟର ସିଭିଲ୍ ଜଜଙ୍କ ପାଖରେ ସିଭିଲ୍&zwnj; ଡିଫ।ମେସନ୍ କେଶ ଏବଂ ଦ୍ୱିତୀୟଟି ଭୁବନେଶ୍ୱର ଏସ୍&zwnj;ଡିଜେଏମଙ୍କ କୋର୍ଟରେ କ୍ରିମିନାଲ୍&zwnj; ଡିଫ।ମେସନ୍ କେସ୍&zwnj;। ଏ ସଂପର୍କରେ ଓଟିଭିକୁ ପ୍ରତିକ୍ରିୟା ଦେଇ ହରପ୍ରସାଦ କହିଛନ୍ତି- ମୁଁ ଗଭୀର ମର୍ମାହତ ଯେ ମୋ ନାଁରେ ଅପପ୍ରଚାର କରିଥିବା ୮ ଜଣଙ୍କ ବିରୋଧରେ ମାମଲା ଦାଏର କରିବାକୁ ବାଧ୍ୟ ହୋଇଛି।</p>

Ordigital Desk
  • Published: Saturday, 05 August 2017
  • Updated: 05 August 2017, 08:34 PM IST

Sports

Latest News

<p>ଭୁବନେଶ୍ୱର: ସୋସିଆଲ୍ ମିଡିଆ ଓ ଅନ୍ୟ ଗଣମାଧ୍ୟମରେ ତାଙ୍କ ନାଁରେ ଅପପ୍ରଚାର କରିଥିବା ଅଭିଯୋଗ କରି ୮ ଜଣଙ୍କ ନାଁରେ ମାନହାନି ମୋକଦ୍ଦମା ଦାଏର କରିଛନ୍ତି ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ। ଯେଉଁମାନଙ୍କ ନାଁରେ ମୋକଦ୍ଦମା ଦାଏର ହୋଇଛି ସେମାନେ ହେଲେ- ସମ୍ୱାଦ କଳିକାର ସମ୍ପାଦକ ଓ ମୁଦ୍ରକ, ମନୁ ଦାଶ, ଅସିତ ମହାନ୍ତି, ଅମୀୟ ପାଣ୍ଡବ, ଉମାକାନ୍ତ ରାଉତ, ପଲ୍ଲୀଶ୍ରୀ ପଟ୍ଟନାୟକ, ଶ୍ରୀ କୁଳାଙ୍ଗ।ର ଓ ବିମଳେନ୍ଦୁ ମହାନ୍ତି। ଏମାନଙ୍କ ନାଁରେ ସେ ଦୁଇଟି ମାମଲା ଦାଏର କରିଛନ୍ତି। ପ୍ରଥମଟି, ସିନିୟର ସିଭିଲ୍ ଜଜଙ୍କ ପାଖରେ ସିଭିଲ୍&zwnj; ଡିଫ।ମେସନ୍ କେଶ ଏବଂ ଦ୍ୱିତୀୟଟି ଭୁବନେଶ୍ୱର ଏସ୍&zwnj;ଡିଜେଏମଙ୍କ କୋର୍ଟରେ କ୍ରିମିନାଲ୍&zwnj; ଡିଫ।ମେସନ୍ କେସ୍&zwnj;। ଏ ସଂପର୍କରେ ଓଟିଭିକୁ ପ୍ରତିକ୍ରିୟା ଦେଇ ହରପ୍ରସାଦ କହିଛନ୍ତି- ମୁଁ ଗଭୀର ମର୍ମାହତ ଯେ ମୋ ନାଁରେ ଅପପ୍ରଚାର କରିଥିବା ୮ ଜଣଙ୍କ ବିରୋଧରେ ମାମଲା ଦାଏର କରିବାକୁ ବାଧ୍ୟ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos