ଆଜି ଏହି ସବୁ ସ୍ଥାନରେ ହୋଇପାରେ ଝଡ଼ତୋଫାନ;ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କାଳବୈଶାଖୀ ବର୍ଷା ସହ ପବନ ଓ ବଜ୍ରପାତ ହେବ। ଏନେଇ ୭ଟି ଜିଲ୍ଲା କୋରାପୁଟ, ମାଲକାନଗିରି, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଂଜାମ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସଂଧ୍ୟା ସାଢ଼େ ୬ଟା ଯାଏଁ ସତର୍କ ରହିବାକୁ  ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ୫୦ରୁ ୬୦କି.ମି. ପବନ ବହିବାର ସମ୍ଭାବନା ରହିଛି।

Previous ArticleNext Article

Send this to a friend