ପାଣ୍ଡିଆନ୍‌ଙ୍କ ପାଇଁ ଆଉ ଜଣେ ଛାଡ଼ିଲେ ବିଜେଡି

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ବିଜେଡିରେ ପୁଣି ଲେଉଥିଲା ପାଣ୍ଡିଆନ୍‌ ଭୁତ। ଏ ଚର୍ଚ୍ଚା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ନେଇ। ତାଙ୍କ ନାଁରେ ବିଜେଡିରୁ ପୁଣି ଆସିଛି ଅଭିଯୋଗ। ଦଳୀୟ କାର୍ଯ୍ୟରେ ତାଙ୍କର ହସ୍ତକ୍ଷେପକୁ ବିରୋଧ କରି ବିଜେଡି ଛାଡିଛନ୍ତି ନୂଆପଡ଼ା ବିଜୁ ଛାତ୍ର ଜନତା ଦଳର ସଭାପତି ହେମନ୍ତ କର। ସେ ତାଙ୍କର ଶତାଧିକ ସମର୍ଥକଙ୍କ ସହ ଆଜି ବିଜେଡି ଛାଡିଛନ୍ତି। ପୂର୍ବତନ ଜିଲ୍ଲାସଭାପତି ପ୍ରସନ୍ନ ପାଢୀଙ୍କୁ ବିଜେଡିରୁ ନିଲମ୍ୱିତ କରାଯାଇଛି। […]

pandia

pandia

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 08:47 PM IST

Sports

Latest News

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ବିଜେଡିରେ ପୁଣି ଲେଉଥିଲା ପାଣ୍ଡିଆନ୍‌ ଭୁତ। ଏ ଚର୍ଚ୍ଚା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ନେଇ। ତାଙ୍କ ନାଁରେ ବିଜେଡିରୁ ପୁଣି ଆସିଛି ଅଭିଯୋଗ। ଦଳୀୟ କାର୍ଯ୍ୟରେ ତାଙ୍କର ହସ୍ତକ୍ଷେପକୁ ବିରୋଧ କରି ବିଜେଡି ଛାଡିଛନ୍ତି ନୂଆପଡ଼ା ବିଜୁ ଛାତ୍ର ଜନତା ଦଳର ସଭାପତି ହେମନ୍ତ କର। ସେ ତାଙ୍କର ଶତାଧିକ ସମର୍ଥକଙ୍କ ସହ ଆଜି ବିଜେଡି ଛାଡିଛନ୍ତି।

ପୂର୍ବତନ ଜିଲ୍ଲାସଭାପତି ପ୍ରସନ୍ନ ପାଢୀଙ୍କୁ ବିଜେଡିରୁ ନିଲମ୍ୱିତ କରାଯାଇଛି। ଏହାକୁ ହେମନ୍ତ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଦୁର୍ନୀତିଗ୍ରସ୍ତ ବ୍ୟବସାୟୀ ରାଜେନ୍ଦ୍ର ଢୋଲକିଆଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯିବାରୁ ସେ ଏହାକୁ ଜୋରଦାର ବିରୋଧ କରିଛନ୍ତି। ସେହିପରି ଶିଳ୍ପପତି  ବଂଶୀଧର ପଣ୍ଡାଙ୍କ ଅନ୍ତିମ ଦର୍ଶନ ଲାଗି ଦଳରୁ କେହି ନଯିବା, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ  ଉପେକ୍ଷା, ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରେ ସେ ଗଭୀର ମର୍ମାହତ ବୋଲି ହେମନ୍ତ କହିଛନ୍ତି।

ତେବେ ହେମନ୍ତଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ଦେଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story