ଜଳି ଗଲା ଘର, ଧାମନଗରରେ ଉତ୍ତେଜନା

house

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗରରେ ଉତ୍ତେଜନା।  ଧାମନଗର ବଜାରରେ ଏକ ଅଗ୍ନିକାଣ୍ଡକୁ ନେଇ ଦେଖାଦେଇଛି ଉତ୍ତେଜନା।  ଘଟଣାସ୍ଥଳରେ  ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଭଦ୍ରକ ଏସ୍‌ପି ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଗତକାଲି ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୩ ବଖରା ଘର ପୋଡ଼ି ଯାଇଛି।

Previous ArticleNext Article

Send this to a friend