ତେଜିଲା ବିମାନ ବିଲ୍‌ ରାଜନୀତି: ୩ ବର୍ଷରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୨୬ କୋଟି, ହିସାବ ମାଗିଲେ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟପାଳଙ୍କ ବିମାନ ଗସ୍ତ ଖର୍ଚ୍ଚକୁ ନେଇ ବିବାଦ ଏକ ପ୍ରକାର ଥମି ଯାଇଥିବା ବେଳେ ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିମାନ ଯାତ୍ରାର ତଥ୍ୟ। ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାର ମାସିକିଆ ଚୁକ୍ତିରେ ହେଲିକପ୍ଟର ରଖିଥିଲେ ମଧ୍ୟ କାହିଁକି ପୁଣି ଚଢ଼ା ଦରରେ ଅନ୍ୟ ସଂସ୍ଥାର ବିମାନ ଭଡ଼ାରେ ଆଣୁଛନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ। ଏହାକୁ ନେଇ ବିରୋଧୀଙ୍କ ସିଧାସଳଖ ଟାର୍ଗେଟରେ ଏବେ ରାଜ୍ୟ ସରକାର। ଟ୍ୱିଟର୍‌ରେ ରାଜ୍ୟ ସରକାରଙ୍କୁ […]

tttttttttttttttttt

tttttttttttttttttt

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 09:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟପାଳଙ୍କ ବିମାନ ଗସ୍ତ ଖର୍ଚ୍ଚକୁ ନେଇ ବିବାଦ ଏକ ପ୍ରକାର ଥମି ଯାଇଥିବା ବେଳେ ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିମାନ ଯାତ୍ରାର ତଥ୍ୟ। ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାର ମାସିକିଆ ଚୁକ୍ତିରେ ହେଲିକପ୍ଟର ରଖିଥିଲେ ମଧ୍ୟ କାହିଁକି ପୁଣି ଚଢ଼ା ଦରରେ ଅନ୍ୟ ସଂସ୍ଥାର ବିମାନ ଭଡ଼ାରେ ଆଣୁଛନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ। ଏହାକୁ ନେଇ ବିରୋଧୀଙ୍କ ସିଧାସଳଖ ଟାର୍ଗେଟରେ ଏବେ ରାଜ୍ୟ ସରକାର।

ଟ୍ୱିଟର୍‌ରେ ରାଜ୍ୟ ସରକାରଙ୍କୁ ପିସିସି ସଭାପତି ନିରଞ୍ଜନଙ୍କ ପ୍ରଶ୍ନବାଣ- ରାଜ୍ୟପାଳଙ୍କୁ ତ ବିମାନ ଉଡ଼ାଣର ହିସାବ ମାଗିଲ, ହେଲେ ଗତ ତିନି ବର୍ଷରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ବିମାନ ଉଡ଼ାଣ ବାବଦରେ ହୋଇଥିବା ୨୬ କୋଟି ୫୫ ଲକ୍ଷ ଖର୍ଚ୍ଚର ହିସାବ ଦେବେ କି? ସୂଚନା ମୁତାବକ ରାଜ୍ୟ ସରକାରଙ୍କ ପାଖରେ ବର୍ତ୍ତମାନ ନିଜସ୍ୱ ବିମାନ ନାହିଁ। ମାସିକିଆ ଭଡ଼ା ସୂତ୍ରରେ OSS କମ୍ପାନୀଠାରୁ ବିମାନ ଆଣୁଛନ୍ତି ରାଜ୍ୟ ସରକାର। ଗତ ମେ’ରେ ମାସିକିଆ ଭଡ଼ା ସୂତ୍ରରେ ଆସିଥିବା ବିମାନ ବାବଦରେ ୯୨ ଲକ୍ଷ ୭୬ ହଜାର ଟଙ୍କାର ବିଲ୍ ହୋଇଛି। କିନ୍ତୁ ସେହି ମେ’ ମାସ ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ବେଳେ ବ୍ୟବହାର ହୋଇଥିଲା ଭିନ୍ନ ଏକ ପିନାକଲ୍‌ ଏୟାର୍ ପ୍ରାଇଭେଟ୍ ଲିମିଟେଡ୍‌ର ବିମାନ। ସେହି ଗୋଟିଏ ଉଡ଼ାଣ ପାଇଁ ବିଲ୍ ହୋଇଥିଲା ୧୦ ଲକ୍ଷ ୩୩ ହଜାର ଟଙ୍କା। ପ୍ରଶ୍ନ ଉଠୁଛି, OSS ଥାଉ ଥାଉ ପିନାକଲ୍‌ରୁ କାହିଁକି ଭଡ଼ାରେ ଅଣାଗଲା ବିମାନ?

ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ବିଭିନ୍ନ ରାଜ୍ୟ ନିଜସ୍ୱ ବିମାନ ରଖୁଛନ୍ତି। ଓଡ଼ିଶା ସରକାରଙ୍କର ପୂର୍ବରୁ ନିଜସ୍ୱ ବିମାନ ଥିବାବେଳେ ନବୀନ ସରକାର ଅମଳରେ ଏହାକୁ ବିକ୍ରି କରି ଦିଆଗଲା। ତେବେ ବିମାନ ପାଇଁ ଉଦ୍ଦିଷ୍ଟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟରେ ଏବେ ବି କର୍ମଚାରୀ କାର୍ଯ୍ୟରତ। ଏପଟେ ଭଡ଼ାରେ ବିମାନ ଅଣାଯାଉଛି। କେବଳ ସେତିକି ନୁହେଁ, ଓଡ଼ିଶା ବାହାରକୁ ଯିବା ପାଇଁ ଚାର୍ଟର୍ଡ ଫ୍ଲାଇଟ୍ ମଧ୍ୟ ଭଡ଼ାରେ ଆସୁଛି। ଏହାର ଖର୍ଚ୍ଚ ବେଶ୍ ଅଧିକ ବୋଲି ପାଇଲଟ୍ କହିଛନ୍ତି। ତେବେ ଏ ସବୁ ଅଭିଯୋଗ ଉପରେ ତର୍ଜମା କରାଯିବାର ଆବଶ୍ୟକତା ରହିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ସେପଟେ ମାଓବାଦୀ ଦମନ ପାଇଁ ଆସିଥିବା ପୱନହଂସ ହେଲିକପ୍ଟରକୁ ମଧ୍ୟ ରାଜ୍ୟ ନେତାଏ ବ୍ୟବହାର କରିଛନ୍ତି। ଗତ ତିନିବର୍ଷରେ ୩୪୧ ଥର ଉଡ଼ାଣ କରିଥିବା ପୱନହଂସ ମାଓବାଦ ଦମନ କାର୍ଯ୍ୟରେ ମାତ୍ର ୫୩ ଥର ଉଡ଼ିଛି। ବାକି ୨୮୮ ଥର ରାଜ୍ୟ ସରକାର ତାକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିଛନ୍ତି ବୋଲି ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story