ଆଇଏଏସ୍‌ ସ୍ତରରେ ଅଦଳବଦଳ, ପଢ଼ନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଛି। ଜି.ଭି.ଭି ଶର୍ମାଙ୍କୁ ବୋର୍ଡ଼ ଅଫ୍ ରେଭିନ୍ୟୁ ସଦସ୍ୟ ନିଯୁକ୍ତି ଦିଆଯାଇଛି। ମୋନା ଶର୍ମାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ କରାଯାଇଛି। ଏସ୍‌ଆର୍‌ସି ସହ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ବିଷ୍ଣୁପଦ ସେଠୀ। ସେହିପରି ବିଶାଲ ଦେବଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୁରୁଷୋତ୍ତମ ସାହୁ ହୋଇଛନ୍ତି ଅତିରିକ୍ତ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। […]

ias

ias

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 03:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଛି। ଜି.ଭି.ଭି ଶର୍ମାଙ୍କୁ ବୋର୍ଡ଼ ଅଫ୍ ରେଭିନ୍ୟୁ ସଦସ୍ୟ ନିଯୁକ୍ତି ଦିଆଯାଇଛି। ମୋନା ଶର୍ମାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ କରାଯାଇଛି। ଏସ୍‌ଆର୍‌ସି ସହ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ବିଷ୍ଣୁପଦ ସେଠୀ। ସେହିପରି ବିଶାଲ ଦେବଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୁରୁଷୋତ୍ତମ ସାହୁ ହୋଇଛନ୍ତି ଅତିରିକ୍ତ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବୋର୍ଡ ଅଫ୍ ରେଭିନ୍ୟୁର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ଗୋସ୍ୱାମୀ ଗୋଲାମ ଦେବତା। ଭି. ଜୟକୁମାର ହୋଇଛନ୍ତି ପି ଆଣ୍ଡ ସିର ଯୁଗ୍ମ ସଚିବ। ୟେଦୁଲ୍ଲା ବିଜୟଙ୍କୁ ଗୃହ ବିଭାଗର ଅଣ୍ଡର ସେକ୍ରେଟାରୀ କରାଯାଇଛି। ନିରଞ୍ଜନ ନାୟକ ହୋଇଛନ୍ତି OLICର ଏମ୍‌ଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story