୧୮ ଦିନ ପରେ ହଟିଲା ଇମ୍ଫା ବିରୋଧୀ ଆନ୍ଦୋଳନ

ରାୟଗଡ଼ା(ମନୋଜ ପାତ୍ର): ଇମ୍ଫା ଥେରୁବାଲି ପ୍ଲାଣ୍ଟ ସାମ୍ନାରୁ ହଟିଲେ ଆନ୍ଦୋଳନକାରୀ। ଦୀର୍ଘ ୧୮ ଦିନ ପରେ ଆଜି ଆନ୍ଦୋଳନ ଶେଷ ହୋଇଛି। ଗତକାଲି ଜିଲ୍ଲା ପ୍ରଶାସନ, ଆନ୍ଦୋଳନକାରୀ ଓ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ପରେ ଶେଷରେ ଆଜି ଆନ୍ଦୋଳନ ହଟିଛି। ରାୟଗଡ଼ା SDPOଙ୍କ ଉପସ୍ଥିତିରେ ଖୋଲାଯାଇଛି କମ୍ପାନୀ ଗେଟ୍। ଗତ ୨୩ ତାରିଖରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନକାରୀ ଇମ୍ଫା କମ୍ପାନୀ ସମ୍ମୁଖରେ ଧାରଣା ଦେବା ସହ ପ୍ଲାଣ୍ଟ ପରିସରକୁ କାହାରିକୁ ଛାଡୁନଥିଲେ। […]

Imfa

Imfa

Rakesh Mallick
  • Published: Friday, 11 May 2018
  • Updated: 11 May 2018, 02:59 PM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): ଇମ୍ଫା ଥେରୁବାଲି ପ୍ଲାଣ୍ଟ ସାମ୍ନାରୁ ହଟିଲେ ଆନ୍ଦୋଳନକାରୀ। ଦୀର୍ଘ ୧୮ ଦିନ ପରେ ଆଜି ଆନ୍ଦୋଳନ ଶେଷ ହୋଇଛି। ଗତକାଲି ଜିଲ୍ଲା ପ୍ରଶାସନ, ଆନ୍ଦୋଳନକାରୀ ଓ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ପରେ ଶେଷରେ ଆଜି ଆନ୍ଦୋଳନ ହଟିଛି। ରାୟଗଡ଼ା SDPOଙ୍କ ଉପସ୍ଥିତିରେ ଖୋଲାଯାଇଛି କମ୍ପାନୀ ଗେଟ୍।

ଗତ ୨୩ ତାରିଖରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନକାରୀ ଇମ୍ଫା କମ୍ପାନୀ ସମ୍ମୁଖରେ ଧାରଣା ଦେବା ସହ ପ୍ଲାଣ୍ଟ ପରିସରକୁ କାହାରିକୁ ଛାଡୁନଥିଲେ। ଗତକାଲି ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ, ଇମ୍ଫା କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରାୟ ୪ ଘଣ୍ଟା ଧରି ହୋଇଥିବା ଏହି ବୈଠକରେ ଆନ୍ଦୋଳନକାରୀଙ୍କ ୧୪ଟି ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାର, ଏସ.ପି. ରାହୁଲ ପି.ଆର.ଙ୍କ ସହ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ଥେରୁବାଲି ଇମ୍ଫାର ସିନିୟର ଜେନେରାଲ ମ୍ୟାନେଜର କେ.ଭି.ରାଓ, ଡିଜିଏମ୍ ଅଜୟ କୁମାର ବେଉରା ଓ ଲୋକସମ୍ପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ଯୋଗ ଦେଇଥିଲୋ

ଆନ୍ଦୋଳନକାରୀଙ୍କ ପକ୍ଷରୁ ୨୫ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ବୈଠକ ପରେ ଶୁକ୍ରବାର ସକାଳ ୧୦ଟାରେ କମ୍ପାନୀ ମୁଖ୍ୟ ଗେଟ୍‌ ଖୋଲାଯାଇ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି  ଅନ୍ଦୋଳନର ନେତୃତ୍ୱ ନେଉଥିବା ଜିତୁ ଜାକାସିକା କହିଥିଲେ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ହିଁ କାର୍ଯ୍ୟ କରାଯିବ ବୋଲି ଥେରୁବାଲି ଇମ୍ଫା କମ୍ପାନୀର ସିନିୟର ଜି.ଏମ୍ କେ.ଭି. ରାଓ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story