ସ୍ୱାଧୀନତା ଦିବସକୁ ବିରୋଧ କରି ବ୍ୟାନର ମାରିଲେ ମାଓବାଦୀ

ମାଲକାନଗିରି: ସ୍ୱାଧୀନତା ଦିବସକୁ ବିରୋଧ କରି ମାଲକାନଗିରି ଜିଲ୍ଲାର ଏମଭି- ୯୦ ଫାର୍ମ ହାଉସ ଓ ମାରିଗାଟା ସ୍କୁଲରେ ମାଓବାଦୀମାନେ ବ୍ୟାନର ଓ ପତାକା ଲଗାଇଛନ୍ତି। ମାଓ ହିଂସାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ସୁରକ୍ଷାରେ ଏଓଜି, ଡିଭିଏଫ ଓ ବିଏସଏଫ୍‌ ଯବାନମାନେ ନିୟୋଜିତ ହୋଇଛନ୍ତିା ଅନ୍ୟପକ୍ଷରେ ମାଲକାନଗିରି ସଦର ମହକୁମାର ଡି.ଏନ.କେ ଖେଳ ପଡ଼ିଆରେ ୭୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମନ୍ତ୍ରୀ ଲାଲ ବିହାରି ହିମିରିକା ମୁଖ୍ୟଅତିଥି […]

malkangiri

malkangiri

Rakesh Mallick
  • Published: Monday, 15 August 2016
  • Updated: 15 August 2016, 12:47 PM IST

Sports

Latest News

malkangiriମାଲକାନଗିରି: ସ୍ୱାଧୀନତା ଦିବସକୁ ବିରୋଧ କରି ମାଲକାନଗିରି ଜିଲ୍ଲାର ଏମଭି- ୯୦ ଫାର୍ମ ହାଉସ ଓ ମାରିଗାଟା ସ୍କୁଲରେ ମାଓବାଦୀମାନେ ବ୍ୟାନର ଓ ପତାକା ଲଗାଇଛନ୍ତି।

ମାଓ ହିଂସାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ସୁରକ୍ଷାରେ ଏଓଜି, ଡିଭିଏଫ ଓ ବିଏସଏଫ୍‌ ଯବାନମାନେ ନିୟୋଜିତ ହୋଇଛନ୍ତିା

ଅନ୍ୟପକ୍ଷରେ ମାଲକାନଗିରି ସଦର ମହକୁମାର ଡି.ଏନ.କେ ଖେଳ ପଡ଼ିଆରେ ୭୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମନ୍ତ୍ରୀ ଲାଲ ବିହାରି ହିମିରିକା ମୁଖ୍ୟଅତିଥି ଭାବରେ ଯୋଗଦେଇ ପତାକା  ଉତ୍ତୋଳନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story