ଥମୁନି ପୋକ ଆତଙ୍କ: ବିଶେଷଜ୍ଞ କହିଲେ, ବିପଦ୍ଜନକ ହୋଇପାରେ କୀଟନାଶକ ସ୍ପ୍ରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥମୁନି ଅଜଣା ପୋକ ଆତଙ୍କ। ଘର ଓ ବାହାରେ ଦେଖିବେ ପୋକ ସାଲୁବାଲୁ। ସତେ ଯେମିତି ଲାଗୁଛି ହଲିଉଡ୍‌ ଫିଲ୍ମର ଦୃଶ୍ୟପରି। ଏପରି ସ୍ଥିତି ଭୁବନେଶ୍ୱର ମଙ୍ଗଳା ବସ୍ତିରେ ଦେଖିବାକୁ ମିଳିଛି। ପ୍ରଶାସନ ମଧ୍ୟ ନାଚାର। ଏହା ଭିତରେ ଓୟୁଏଟିର ଏକ ବିଶେଷଜ୍ଞ ଦଳ ଚନ୍ଦକା ଜଙ୍ଗଲକୁ ଯାଇ ପୋକଙ୍କ ନମୂନା ସଂଗ୍ରହ କରିଛନ୍ତି। ଚନ୍ଦକାର ଶହ ଶହ ଏକର ଅଞ୍ଚଳରେ ବାଉଁଶ ଧାନ ହୋଇଥିବାରୁ ଏହାକୁ ଖାଇବା ପାଇଁ ପୋକ ଆସୁଛନ୍ତି। […]

Poka

Poka

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 07:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥମୁନି ଅଜଣା ପୋକ ଆତଙ୍କ। ଘର ଓ ବାହାରେ ଦେଖିବେ ପୋକ ସାଲୁବାଲୁ। ସତେ ଯେମିତି ଲାଗୁଛି ହଲିଉଡ୍‌ ଫିଲ୍ମର ଦୃଶ୍ୟପରି। ଏପରି ସ୍ଥିତି ଭୁବନେଶ୍ୱର ମଙ୍ଗଳା ବସ୍ତିରେ ଦେଖିବାକୁ ମିଳିଛି। ପ୍ରଶାସନ ମଧ୍ୟ ନାଚାର। ଏହା ଭିତରେ ଓୟୁଏଟିର ଏକ ବିଶେଷଜ୍ଞ ଦଳ ଚନ୍ଦକା ଜଙ୍ଗଲକୁ ଯାଇ ପୋକଙ୍କ ନମୂନା ସଂଗ୍ରହ କରିଛନ୍ତି। ଚନ୍ଦକାର ଶହ ଶହ ଏକର ଅଞ୍ଚଳରେ ବାଉଁଶ ଧାନ ହୋଇଥିବାରୁ ଏହାକୁ ଖାଇବା ପାଇଁ ପୋକ ଆସୁଛନ୍ତି। ଏବେ ଖରା ପଢ଼ିବା ସହିତ ବାଉଁଶ ଧାନ କମୁଥିବାରୁ ପୋକଙ୍କ ସଂଖ୍ୟା କବିବ ବୋଲି ଓୟୁଏଟି ବିଶେଷଜ୍ଞ ଟିମ୍‌ ସଦସ୍ୟ ମତବ୍ୟକ୍ତ କରିଛନ୍ତି।

ପ୍ରତି ୩୦ରୁ ୪୦ ବର୍ଷରେ ବାଉଁଶ ଗଛରେ ଧାନ ହୋଇଥାଏ। ଏହି ସମୟରେ ଏପ୍ରଜାତିର ପୋକ ଅଧିକ ଦେଖାଯାନ୍ତି। ମାତ୍ର ଚଳିତବର୍ଷ ଏପ୍ରଜାତିର ପୋକ ସଂଖ୍ୟା ଅତ୍ୟନ୍ତ ଅଧିକ ରହିଛି। ଯାହାକୁ ମାରିବା ଲାଗି ରସାୟନିକ ସ୍ପ୍ରେ ଏକମାତ୍ର ଉପାୟ। ମାତ୍ର ଏହାଦ୍ୱାରା ଜଙ୍ଗଲ ଓ ଜନବସତି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବାରୁ ଓୟୁଏଟି ବିଶେଷଜ୍ଞ ଟିମ୍ ଏହି ପଦ୍ଧତିକୁ ଗ୍ରହଣ କରିନି। ତେବେ ବର୍ତ୍ତମାନ ଖାଦ୍ୟ ସରିଆସିବାରୁ ଏବଂ ଖରା ବଢୁଥିବାରୁ ପୋକ ସଂଖ୍ୟା କମିଲାଣି। ଆଉ କିଛି ଦିନ ପରେ ପୋକ ଉପଦ୍ରବ କମିଯିବ ବୋଲି ବିଶେଷଜ୍ଞ ଟିମ୍ କହିଛି। ଏଭଳି ଘଟଣା ସାରା ଭାରତରେ ବିରଳ ବୋଲି ଓୟୁଏଟି ବନ ବିଭାଗ ଆସୋସିଏଟ୍‌ ପ୍ରଫେସର ନିରାକାର ଭୋଳ କହିଛନ୍ତି।

ଅପରପକ୍ଷରେ ଏହି ପୋକ କ୍ଷତିକାର ନହେଲେ ମଧ୍ୟ ଜନବସତି ଭିତରକୁ ଆସି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛନ୍ତି। ପୂର୍ବରୁ ବିଏମ୍‌ସି ପକ୍ଷରୁ ବସ୍ତିରେ ସ୍ପ୍ରେ କରାଯାଇଛି। ମାତ୍ର ଏହାର ସୁଫଳ ମିଳୁନି। ଘର ଓ ବାହାରେ ସବୁଠି ପୋକ ସାଲୁବାଲୁ। ଯାହକୁ ନେଇ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story