ଜାଣନ୍ତୁ କେଉଁଠି ବସି ଖାଇଲେ ମଙ୍ଗଳ ହୁଏ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ସହରୀ ସଭ୍ୟତା ବଢ଼ିବାରେ ଲାଗିଛି। ଆମେମାନେ ମଧ୍ୟ ଏହାକୁ ଗ୍ରହଣ କରି ଚାଲିଛୁ। ତେଣୁ ଆମ ବେଶଭୂଷା, ଚାଲିଚଳଣି ଏବଂ ହାବଭାବରେ ପରିବର୍ତ୍ତନ ଆସୁଛି ବା ସହରୀକରଣର ଝଲକ ଦେଖିବାକୁ ମିଳୁଛି। ତାର ଏକ ଉଦାହରଣ ହେଉଛି ଡାଇନିଂ ଟେବୁଲ୍&zwnj; ଉପରେ ବସି ଖାଇବା। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଡାଇନିଂ ଟେବୁଲ୍&zwnj;ରେ ବସି ଖାଇବାରେ କିଛି ଅସୁବିଧା ନାହିଁ। କିନ୍ତୁ କେବେକେବେ ତଳେ ଚକା ପକେଇ ବସି ଖାଆନ୍ତୁ। କାରଣ ଭୂମି ହେଉଛି ଆମ ମାଟି ମାଆ। ଭୂମି ଉପରେ ଆସନ ପାରି ଚକା ପକାଇ ଖାଇବା ମାନେ ହେଉଛି ମାଟି ମାଆ କୋଳରେ ବସି ଖାଇବା। ଏପରି କଲେ ମଙ୍ଗଳ ହୋଇଥାଏ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Thursday, 03 May 2018
  • Updated: 03 May 2018, 07:40 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ସହରୀ ସଭ୍ୟତା ବଢ଼ିବାରେ ଲାଗିଛି। ଆମେମାନେ ମଧ୍ୟ ଏହାକୁ ଗ୍ରହଣ କରି ଚାଲିଛୁ। ତେଣୁ ଆମ ବେଶଭୂଷା, ଚାଲିଚଳଣି ଏବଂ ହାବଭାବରେ ପରିବର୍ତ୍ତନ ଆସୁଛି ବା ସହରୀକରଣର ଝଲକ ଦେଖିବାକୁ ମିଳୁଛି। ତାର ଏକ ଉଦାହରଣ ହେଉଛି ଡାଇନିଂ ଟେବୁଲ୍&zwnj; ଉପରେ ବସି ଖାଇବା। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଡାଇନିଂ ଟେବୁଲ୍&zwnj;ରେ ବସି ଖାଇବାରେ କିଛି ଅସୁବିଧା ନାହିଁ। କିନ୍ତୁ କେବେକେବେ ତଳେ ଚକା ପକେଇ ବସି ଖାଆନ୍ତୁ। କାରଣ ଭୂମି ହେଉଛି ଆମ ମାଟି ମାଆ। ଭୂମି ଉପରେ ଆସନ ପାରି ଚକା ପକାଇ ଖାଇବା ମାନେ ହେଉଛି ମାଟି ମାଆ କୋଳରେ ବସି ଖାଇବା। ଏପରି କଲେ ମଙ୍ଗଳ ହୋଇଥାଏ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos